ಅರ್ಥ : ଆଇନ ଅନୁସାରେ କୌଣସି ପ୍ରତିଜ୍ଞାପତ୍ରକୁ ସରକାରୀ ପଞ୍ଜିକାରେ ଲିପିବଦ୍ଧ କରିବାର କାମ
ಉದಾಹರಣೆ :
କାଲି ମୋତେ କୋଠାର ରେଜିଷ୍ଟ୍ରୀ କରାଇବା ପାଇଁ କଚେରୀ ଯିବାକୁ ପଡିବ
ಸಮಾನಾರ್ಥಕ : ପଞ୍ଜିକରଣ
ಇತರ ಭಾಷೆಗಳಿಗೆ ಅನುವಾದ :
कानून के अनुसार किसी लिखित प्रतिज्ञापत्र को सरकारी रजिस्टरों में दर्ज कराने का काम।
कल मुझे मकान की रजिस्ट्रीकरण के लिए कचहरी जाना पड़ेगा।