ಅರ್ಥ : ମନକୁ ଭଲ ଲାଗିବା ଭାବ
ಉದಾಹರಣೆ :
ସେ ତା’ର ରୁଚି ଅନୁସାରେ ହିଁ କିଛି କାମ କରିଥାଏ
ಸಮಾನಾರ್ಥಕ : ଅଭିରୁଚି, ଇଚ୍ଛା, ପସନ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :
A sense of concern with and curiosity about someone or something.
An interest in music.ಅರ್ಥ : ଜଣେ ଅପ୍ସରା
ಉದಾಹರಣೆ :
ରୁଚିଙ୍କର ବର୍ଣ୍ଣନା ପୁରାଣଗୁଡ଼ିକରେ ଦେଖିବାକୁ ମିଳେ
ಇತರ ಭಾಷೆಗಳಿಗೆ ಅನುವಾದ :
(classical mythology) a minor nature goddess usually depicted as a beautiful maiden.
The ancient Greeks believed that nymphs inhabited forests and bodies of water.ಅರ್ಥ : କୌଣସି ବିଷୟ, କାମଆଦି ପ୍ରତି ପ୍ରାକୃତିକ ଭାବେ ଆଗ୍ରହ ରହିବା
ಉದಾಹರಣೆ :
ଗପ ଲେଖିବାରେ ମୋର ରୁଚି ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
किसी विषय, काम आदि के प्रति प्राकृतिक रुझान होना।
मेरी कहानी लेखन के प्रति अभिरुचि है।