ಅರ್ಥ : ପୂର୍ଣ୍ଣତା ବା ଦକ୍ଷତା ପାଇବା ନିମନ୍ତେ ବାରମ୍ବାର ଗୋଟିଏ କାମର ସାଧନା
ಉದಾಹರಣೆ :
ନିରନ୍ତର ଅଭ୍ୟାସରେ ଦକ୍ଷତା ମିଳିପାରେ
ಸಮಾನಾರ್ಥಕ : ଅଭ୍ୟାସ, ଆବୃତ୍ତି, ବାରମ୍ବାର ପାଠ
ಇತರ ಭಾಷೆಗಳಿಗೆ ಅನುವಾದ :
Systematic training by multiple repetitions.
Practice makes perfect.ಅರ್ಥ : ଭକ୍ତିର ଏକ ଭେଦ ଯେଉଁଥିରେ ଭଗବାନଙ୍କ ଗୁଣର ବର୍ଣ୍ଣନା ଗାନଦ୍ୱାରା କରାଯାଏ
ಉದಾಹರಣೆ :
କୀର୍ତ୍ତନ ନବଧା ଭକ୍ତିର ଅନ୍ତର୍ଭୁକ୍ତ
ಸಮಾನಾರ್ಥಕ : ଅଭ୍ୟାସ, ଆବୃତ୍ତି, ବାରମ୍ବାର ପାଠ
ಇತರ ಭಾಷೆಗಳಿಗೆ ಅನುವಾದ :