ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଶ୍ରୀକୃଷ୍ଣଙ୍କ ବ୍ରଜ ଗୋପୀମାନଙ୍କ ସହିତ ଘେରମଧ୍ୟରେ କରୁଥିବା ନୃତ୍ୟ
ಉದಾಹರಣೆ : ରାସ ଦେଖି ସମସ୍ତ ବ୍ରଜବାସୀ ପ୍ରସନ୍ନ ହେଉଥିଲେ
ಸಮಾನಾರ್ಥಕ : ରାସ, ରାସ ଲୀଳା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
श्री कृष्ण का ब्रज की गोपियों के साथ घेरे में किया जाने वाला नृत्य।
ಅರ್ಥ : ଶ୍ରୀକୃଷ୍ଣଙ୍କ ରାସଲୀଳାର ଅଭିନୟ
ಉದಾಹರಣೆ : ଆଜି ମଧ୍ୟ ବ୍ରଜର ଲୋକେ ରାସଲୀଳା କରନ୍ତି
श्री कृष्ण की रासलीला का अभिनय।
ಅರ್ಥ : କାର୍ତ୍ତିକ ମାସରେ ଘେରରେ ନୃତ୍ୟ କରି ପାଳନ କରାଯାଉଥିବା କୃଷ୍ଣ ଉତ୍ସବ
ಉದಾಹರಣೆ : ସମସ୍ତେ ହସଖୁସିରେ ରାସରେ ଭାଗ ନେଉଛନ୍ତି
ಸಮಾನಾರ್ಥಕ : ରାସ
कार्तिक के महीने में घेरे में नृत्य करके मनाया जानेवाला कृष्ण उत्सव।
ಸ್ಥಾಪನೆ