ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ରାଜିନାମା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ରାଜିନାମା   ବିଶେଷ୍ୟ

ಅರ್ಥ : କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା

ಉದಾಹರಣೆ : ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ

ಸಮಾನಾರ್ಥಕ : ଅନୁବନ୍ଧ, ନିଷ୍ପତ୍ତି, ବୁଝାମଣା, ସର୍ତ୍ତ


ಇತರ ಭಾಷೆಗಳಿಗೆ ಅನುವಾದ :

कोई काम करने के लिए दो या कई पक्षों में होने वाला, विशेषकर लिखित एवं कानून द्वारा प्रवर्तनीय ठहराव या निश्चय।

दोनों पक्षों के बीच यह अनुबंध हुआ कि वे एक दूसरे के मामले में दखल नहीं देंगे।
अनुबंध, अनुबन्ध, आबंध, आबंधन, आबन्ध, आबन्धन, करार, कान्ट्रैक्ट, कॉन्ट्रैक्ट, समझौता

An accommodation in which both sides make concessions.

The newly elected congressmen rejected a compromise because they considered it `business as usual'.
compromise

ಅರ್ಥ : ଯେଉଁ ଲେଖାଦ୍ୱାରା ଉଭୟ ବାଦୀ ଓ ପ୍ରତିବାଦୀ ମିଳିମିଶି ଅଭିଯୋଗକୁ ନ୍ୟାୟାଳୟରୁ ଉଠାଇନିଅନ୍ତି

ಉದಾಹರಣೆ : ଓକିଲ ମହାଶୟ ରାଜିନାମାରେ ଉଭୟପକ୍ଷର ଦସ୍ତଖତ କରାଇଲେ

ಸಮಾನಾರ್ಥಕ : ସ୍ୱୀକାର ପତ୍ର, ସ୍ୱୀକୃତ ପତ୍ର


ಇತರ ಭಾಷೆಗಳಿಗೆ ಅನುವಾದ :

वह लेख जिसके द्वारा वादी और प्रतिवादी परस्पर मेल कर अभियोग को न्यायालय से उठा लेते हैं।

वकील ने राज़ीनामे पर दस्तख़त करवाए।
राज़ीनामा, राजीनामा

(law) a legal document issued by a court or judicial officer.

judicial writ, writ

ಅರ್ಥ : ଏହି ପତ୍ର ଯେଉଁଥିରେ କୌଣସି ପ୍ରକାର ଚୁକ୍ତି ଓ ସର୍ତ୍ତ ଲେଖାଯାଇଥାଏ

ಉದಾಹರಣೆ : ଦୁଇ ଦଳ ଚୁକ୍ତିନାମାରେ ହସ୍ତାକ୍ଷର କରିଦେଇଛନ୍ତି

ಸಮಾನಾರ್ಥಕ : ଏଗ୍ରିମେଣ୍ଟ, ଚୁକ୍ତିପତ୍ର, ସର୍ତ୍ତ


ಇತರ ಭಾಷೆಗಳಿಗೆ ಅನುವಾದ :

A binding agreement between two or more persons that is enforceable by law.

contract

ಅರ್ಥ : ଯେଉଁ ଲେଖାକୁ ପ୍ରମାଣ ତଥା ନିଶ୍ଚିତତା ରୂପେ ମାନି ଦୁଇ ବିରୋଧୀ ପକ୍ଷ ପରସ୍ପର ମୀମାଂସା କରିନିଅନ୍ତି

ಉದಾಹರಣೆ : ବଡ଼ ଭାଇ ରାଜିନାମାରେ ଦସ୍ତଖତ କରିବାକୁ ମନା କରିଦେଲା

ಸಮಾನಾರ್ಥಕ : ସ୍ୱୀକାର ପତ୍ର, ସ୍ୱୀକୃତି ପତ୍ର


ಇತರ ಭಾಷೆಗಳಿಗೆ ಅನುವಾದ :

नियोक्ता को नौकरी के प्रस्ताव तथा उसकी शर्तों को स्वीकारने की पुष्टि करने के लिए लिखा जानेवाला पत्र।

कल ही मैंने अपने नए नियोक्ता को स्वीकृति-पत्र भेजा है।
स्वीकार-पत्र, स्वीकृति-पत्र

(law) a legal document issued by a court or judicial officer.

judicial writ, writ