ಅರ್ಥ : ସତ୍ତା, ଅସ୍ତିତ୍ୱ, ଉପସ୍ଥିତି ଆଦି ସୂଚିତ କରୁଥିବା ମୁଖ୍ୟ ଏବଂ ସବୁଠାରୁ ଅଧିକ ପ୍ରଚଳିତ କ୍ରିୟା
ಉದಾಹರಣೆ :
ରାମ ସେ କୋଠରୀରେ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
सत्ता, अस्तित्व, उपस्थिति आदि सूचित करने वाली मुख्य और सबसे अधिक प्रचलित क्रिया या सत्ता, अस्तित्व, उपस्थिति आदि रूप में होना।
रमा उस कमरे में है।Happen, occur, take place.
I lost my wallet; this was during the visit to my parents' house.ಅರ್ಥ : କୌଣସି ଚାଲୁଥିବା କାର୍ଯ୍ୟ ମଝିରେ ବନ୍ଦ ହୋଇଯିବା
ಉದಾಹರಣೆ :
କାମ ଧନ୍ଦା ସବୁ ବନ୍ଦ ହୋଇଗଲା ଗାଡ଼ି ରହିଗଲା
ಸಮಾನಾರ್ಥಕ : ଥମି ଯିବା, ବନ୍ଦ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी चलते हुए कार्य आदि का बीच में बंद हो जाना या आगे न बढ़ना।
काम-धंधा सब रुक गया है।ಅರ್ಥ : କାହାରି ଘରେ ଦୀର୍ଘସମୟ ଧରି ରହିବା
ಉದಾಹರಣೆ :
ସେ ଏଠାରେ କେତେମାସହେଲା ରହୁଛି
ಸಮಾನಾರ್ಥಕ : ଅବସ୍ଥାନକରିବା, ବାସକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଶେଷ ଅବସ୍ଥାରେ ରହିବା ବା ବିଶେଷ ଅବସ୍ଥାର ହେବା
ಉದಾಹರಣೆ :
ଏଠାରେ ପାଗ ଅଧିକାଂଶ ସମୟ ଏକାଭଳି ରହେ ଏଠାରେ ମେ-ଜୁନ ମାସରେ ବହୁତ ଗରମ ହୁଏ
ಸಮಾನಾರ್ಥಕ : ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी विशेष अवस्था में होना या किसी विशेष अवस्था का होना।
यहाँ मौसम अधिकतर एक जैसा रहता है।ಅರ್ಥ : କାହାରି ଅନ୍ତର୍ଗତ ହେବା
ಉದಾಹರಣೆ :
ମାଲକାନଗିରି ଓଡ଼ିଶାରେ ଆସୁଛି ଏହି କଥା ରାମାୟଣରେ ରହିଛି
ಸಮಾನಾರ್ಥಕ : ଆସିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସ୍ଥାନରେ ଅବସ୍ଥିତ ହେବା ବା ଏକ ନିଶ୍ଚିତ ସ୍ଥିତିରେ ରହିବା
ಉದಾಹರಣೆ :
ହିମାଳୟ ଭାରତର ଉତ୍ତରରେ
ಸಮಾನಾರ್ಥಕ : ଅବସ୍ଥାନ କରିବା, ଅବସ୍ଥିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
Be located or situated somewhere. Occupy a certain position.
lieಅರ್ಥ : ଖରାପ ହେବାକୁ ନଦେବା
ಉದಾಹರಣೆ :
ଆଚାର ତେଲରେ ବୁଡ଼େଇକି ରଖିଲେ ଅନେକ ଦିନ ସୁରକ୍ଷିତ ରହେ
ಸಮಾನಾರ್ಥಕ : ସୁରକ୍ଷିତ ରଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
खराब न होने देना।
अचार को तेल में डुबाकर अधिक दिनों तक बचाया जा सकता है।ಅರ್ಥ : ମନ ଆଦି ଭଲ ଭାବରେ ସ୍ଥିର ହେବା ଫଳରେ ତାହା ସହଜ ଭାବରେ ବାହାରି ପାରିବ ନାହିଁ
ಉದಾಹರಣೆ :
ଆପଣଙ୍କ କଥା ତାଙ୍କ ମସ୍ତିଷ୍କରେ ଜମି ଯାଇଛିସମ୍ରାଟଙ୍କର ଏଭଳି ପ୍ରତାପ ରହିଛି ଯେ କିଛି ରାଜା ବିନା ଯୁଦ୍ଧରେ ତାଙ୍କ ଅଧୀନତା ସ୍ୱୀକାର କରିନେଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ, ଜାଗା ଆଦିରେ ରଖା ହେବା ବା ରଖିବା ବା ତାହାର ଅନ୍ତର୍ଗତ ହେବା
ಉದಾಹರಣೆ :
ଟାଙ୍କିରେ ପାଣିଅଛିଏହି ବୋତଲରେ ଦୁଧ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु, जगह आदि में रखा होना या रखना या उसके अंतर्गत होना।
टंकी में पानी है।ಅರ್ಥ : ଖରାପ ନ ହେବା
ಉದಾಹರಣೆ :
ଫ୍ରିଜରେ ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
ಸಮಾನಾರ್ಥಕ : ରହିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା
ಉದಾಹರಣೆ :
ଶ୍ୟାମାର ଜଣେ ପ୍ରେମିକ ରହିଛି ତାର ଜଣେ ସହାୟକ ବି ଅଛନ୍ତି
ಸಮಾನಾರ್ಥಕ : ଘଟିବା, ଥିବା, ସଂପର୍କ ଥିବା, ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
Have a personal or business relationship with someone.
Have a postdoc.ಅರ್ಥ : କୌଣସି ସ୍ଥାନରେ ସ୍ଥାୟୀ ରୂପରେ ବାସ କରିବା
ಉದಾಹರಣೆ :
ତାଙ୍କ ଭାଇ ଆମେରିକାରେ ରହନ୍ତି
ಸಮಾನಾರ್ಥಕ : ବାସକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାର ସହାୟତାରେ ରହିବା
ಉದಾಹರಣೆ :
ଏଭଳି ଗ୍ରହଣ କରାଯାଏ କି ଶେଷନାଗର ଫଣା ଉପରେ ପୃଥିବୀ ଅବସ୍ଥିତ
ಸಮಾನಾರ್ಥಕ : ଅବସ୍ଥିତ ହେବା
ಅರ್ಥ : ଶୀଘ୍ର ଖରାପ ବା ନଷ୍ଟ ନ ହେବା ବା କାମରେ ଆସିବା
ಉದಾಹರಣೆ :
ଭଲ କମ୍ପାନୀଗୁଡ଼ିକର ଉତ୍ପାଦ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିରହେ
ಸಮಾನಾರ್ಥಕ : ଚାଲିବା, ତିଷ୍ଠି ରହିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହିସାବ କଲା ପରେ କିଛି ଧନ କାହା ପାଖରେ ରହିବା
ಉದಾಹರಣೆ :
ଆପଣଙ୍କ ଉପରେ ମୋର ପାଞ୍ଚଟଙ୍କା ରହିଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : (ଜୀବନଯାପନ କରିବାପାଇଁ) ନିବାସ କରିବା
ಉದಾಹರಣೆ :
ଏଇ ଶ୍ରମିକମାନେ ନିକଟସ୍ଥ କୁଡ଼ିଆରେ ରହୁଛନ୍ତି
ಸಮಾನಾರ್ಥಕ : ବସବାସକରିବା, ବାସକରିବା
ಇತರ ಭಾಷೆಗಳಿಗೆ ಅನುವಾದ :