ಅರ್ಥ : କାହାର ବିବାହିତା ସ୍ତ୍ରୀ
ಉದಾಹರಣೆ :
ସେ ନିଜ ସ୍ତ୍ରୀକୁ ପ୍ରାଣ ଭରି ଭଲ ପାଉଛି
ಸಮಾನಾರ್ಥಕ : ଅର୍ଦ୍ଧାଙ୍ଗିନୀ, କଳତ୍ର, ଘରବାଲି, ଜୀବନ ସଙ୍ଗିନୀ, ଜୀବନ ସାଥୀ, ଧରମ ପତ୍ନୀ, ଧର୍ମ ପତ୍ନୀ, ନାରୀ, ପତ୍ନୀ, ବାମାଙ୍ଗୀ, ବିବି, ବେଗମ, ଭାର୍ଯ୍ୟା, ମାଇପ, ସହଗାମିନୀ, ସ୍ତ୍ରୀ
ಇತರ ಭಾಷೆಗಳಿಗೆ ಅನುವಾದ :
किसी की विवाहिता नारी।
वह अपनी पत्नी पर जान छिड़कता है।ಅರ್ಥ : ସୁନ୍ଦରୀ ଯୁବତୀ
ಉದಾಹರಣೆ :
ଏକ ରମଣୀର ପ୍ରେମ ଜାଲରେ ପଡ଼ି କିଶୋର ନଷ୍ଟ ହୋଇଗଲା
ಸಮಾನಾರ್ಥಕ : ସୁନ୍ଦରୀ ଝିଅ, ସୁନ୍ଦରୀ ଯୁବତୀ