ಅರ್ಥ : ରଚନା କିମ୍ବା ତିଆରି କରିବା କ୍ରିୟା ବା ଭାବ
ಉದಾಹರಣೆ :
ଧର୍ମଗ୍ରନ୍ଥ ଅନୁସାରେ ବ୍ରହ୍ମାଙ୍କଦ୍ୱାରା ଜଗତର ରଚନା କରାଯାଇଛି ଏହି ଭବନର ନିର୍ମାଣ କୌଶଳ ମୋଗଲଶୈଳୀ ଅନୁସାରେ ହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
रचने या बनाने की क्रिया या भाव।
धर्म ग्रन्थों के अनुसार जगत की रचना ब्रह्मा द्वारा की गई है।ಅರ್ಥ : ଚିତ୍ର, ଗ୍ରନ୍ଥ, ବାସ୍ତୁ ଆଦି ରୂପରେ ବନାହୋଇଥିବା ବସ୍ତୁ
ಉದಾಹರಣೆ :
ତାଜମହଲ ବିଶ୍ୱର ସର୍ବୋତ୍ତମ କୃତିଗୁଡ଼ିକ ମଧ୍ୟରୁ ଏକ
ಸಮಾನಾರ್ಥಕ : କୃତି
ಇತರ ಭಾಷೆಗಳಿಗೆ ಅನುವಾದ :
A product produced or accomplished through the effort or activity or agency of a person or thing.
It is not regarded as one of his more memorable works.ಅರ್ಥ : ସାହିତ୍ୟ ସହିତ ସମ୍ବନ୍ଧିତ କୃତ୍ତି
ಉದಾಹರಣೆ :
ତୁଳସୀଦାସଙ୍କର ରାମଚରିତମାନସ ବିଶ୍ୱପ୍ରସିଦ୍ଧ ସାହିତିୟ୍କ କୃତି
ಸಮಾನಾರ್ಥಕ : ସାହିତିକ୍ୟ କୃତି, ସାହିତିକ୍ୟ ରଚନା
ಇತರ ಭಾಷೆಗಳಿಗೆ ಅನುವಾದ :
साहित्य से संबंधित कृति।
तुलसीदास का राम चरित मानस विश्व प्रसिद्ध साहित्यिक कृति है।Creative writing of recognized artistic value.
literatureಅರ್ಥ : କୌଣସି ବିଷୟରେ ସବିସ୍ତାର ବିବେଚନା ଯେଉଁଥିରେ ତା ସମ୍ବନ୍ଧିତ ଅନେକ ମତ, ବିଚାର, ମନ୍ତବ୍ୟଆଦିର ତୁଳନାତ୍ମକ ଏବଂ ପାଣ୍ଡିତ୍ୟପୂର୍ଣ୍ଣ ବିବେଚନା ହୁଏ
ಉದಾಹರಣೆ :
ନିବନ୍ଧକାର ଏହି ନିବନ୍ଧ ମାଧ୍ୟମରେ ଜାତିବାଦର ବିରୋଧ କରିଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
An analytic or interpretive literary composition.
essayಅರ್ಥ : ଲେଖାଯାଇଥିବା ଜିନିଷ
ಉದಾಹರಣೆ :
ତାଙ୍କର ସାହିତ୍ୟିକ ରଚନା ପଢ଼ିବାରେ ରୁଚି ଅଛି
ಸಮಾನಾರ್ಥಕ : ଲେଖା
ಇತರ ಭಾಷೆಗಳಿಗೆ ಅನುವಾದ :
लिखी हुई वस्तु।
पत्र, दस्तावेज, पद्य, गद्य आदि सभी लेख हैं।