ಅರ್ಥ : ଭଣ୍ଡାରରେ ରଖିବା
ಉದಾಹರಣೆ :
ସେ ଧାନକୁ କୋଠିରେ ଭରିଲେ
ಸಮಾನಾರ್ಥಕ : ଗଚ୍ଛିତ କରିବା, ଭରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Keep or lay aside for future use.
Store grain for the winter.ಅರ್ಥ : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
ಉದಾಹರಣೆ :
ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
ಸಮಾನಾರ್ಥಕ : ଢାଳିବା, ଭର୍ତ୍ତି କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାର ହାତରେ ଦେବା ବା ରଖିବା
ಉದಾಹರಣೆ :
ରାମୁ ବଳଦର ଦଉଡ଼ି ମୋ ହାତରେ ଧରାଇଲା
ಸಮಾನಾರ್ಥಕ : ଧରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସ୍ଥିତ କରିବା
ಉದಾಹರಣೆ :
ସିନ୍ଦୁକରେ ମୂଲ୍ୟବାନ ଜିନିଷ ଯତ୍ନରେ ରଖାଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମନରେ ସବୁବେଳେ ରାଗଆଦି ବଜାୟ ରଖିବା
ಉದಾಹರಣೆ :
ମନରେ ଆଦୌ ରାଗ ରଖ ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
ಉದಾಹರಣೆ :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
ಸಮಾನಾರ್ಥಕ : ଚଳାଇବା, ଧାରଣ କରିବା, ନିର୍ବାହ କରିବା, ସ୍ଥାପନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी निश्चित या विशेष स्थिति आदि में रखना।
कमरे को साफ रखो।ಅರ್ಥ : ନିଜେ ସୁରକ୍ଷାରେ ରଖିବା ବା ଅଧିକାରକୁ ଆଣିବା
ಉದಾಹರಣೆ :
ପଡ଼ୋଶୀଙ୍କ ଗହଣା ମୁଁ ନିଜ ପାଖରେ ରଖିଛି ସେ ଗୋଟେ ଗାଈ ରଖିଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
ಉದಾಹರಣೆ :
ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
ಸಮಾನಾರ್ಥಕ : ପାଇବା, ପ୍ରାପ୍ତହେବା, ମିଳିବା
ಇತರ ಭಾಷೆಗಳಿಗೆ ಅನುವಾದ :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.ಅರ್ಥ : କାମରେ ଲଗେଇବା
ಉದಾಹರಣೆ :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
ಸಮಾನಾರ್ಥಕ : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
काम पर लगाना।
इस काम के लिए उसने सात आदमियों को नियुक्त किया।ಅರ್ಥ : କାମରେ ଆସିବା ବା ଖର୍ଚ୍ଚ ହେବାରୁ ରୋକିବା
ಉದಾಹರಣೆ :
ମନୋହର କଞ୍ଜୁଷି ଯୋଗୁଁ ବହୁତ ଟଙ୍କା ବଞ୍ଚାଇଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
ಉದಾಹರಣೆ :
ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରହିବାକୁ ସ୍ଥାନ ଦେବା
ಉದಾಹರಣೆ :
ଅତିଥିମାନଙ୍କୁ ଘରେ ରଖାଯାଏ
ಸಮಾನಾರ್ಥಕ : ଆଶ୍ରୟ ଦେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମନରେ ଧାରଣ କରିବା ବା ଜ୍ଞାନ, ଗୁଣଆଦି ଯୁକ୍ତହେବା
ಉದಾಹರಣೆ :
ସେ ବିଜ୍ଞାନ ବିଷୟରେ ବହୁତ ଖବର ରଖୁଛି
ಇತರ ಭಾಷೆಗಳಿಗೆ ಅನುವಾದ :