ಅರ್ಥ : ନିକ୍ଷେପ କରାଯାଇଥିବା ଅସ୍ତ୍ରଶସ୍ତ୍ରକୁ ନିଷ୍ପଳ କରିପାରୁଥିବା ଅସ୍ତ୍ର
ಉದಾಹರಣೆ :
ବିଶ୍ବର ପ୍ରତ୍ୟେକ ଦେଶ ନିକଟରେ ଆଗ୍ନେୟାସ୍ତ୍ରର ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ
ಸಮಾನಾರ್ಥಕ : ସଂରକ୍ଷଣ, ସୁରକ୍ଷା ବ୍ୟବସ୍ଥା
ಇತರ ಭಾಷೆಗಳಿಗೆ ಅನುವಾದ :
चलाए हुए अस्त्र-शस्त्र को निष्फल करने वाला अस्त्र।
विश्व के हर देश के पास आग्नेयास्त्रों का आवरण होना आवश्यक है।ಅರ್ಥ : ବିପତ୍ତି, ଆକ୍ରମଣ, ହାନି, ଓ ସର୍ବନାଶରୁ ବଞ୍ଚେଇବା ପ୍ରକ୍ରିୟା
ಉದಾಹರಣೆ :
ବିପଦରେ ସେ ନିଜର ରକ୍ଷାପାଇଁ ଭଗବାନଙ୍କୁ ପ୍ରାର୍ଥନା କଲା
ಸಮಾನಾರ್ಥಕ : ପ୍ରତିରକ୍ଷା, ସୁରକ୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୁରକ୍ଷିତ ହେବା ବା ରହିବା ଅବସ୍ଥା
ಉದಾಹರಣೆ :
ଆଜିକାଲି ସମାଜର ସୁରକ୍ଷା ବିପଦ ଗ୍ରସ୍ତନେତା ନିଜର ଓ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
सुरक्षित होने या रहने की अवस्था।
आज समाज की सुरक्षितता खतरे में है।The state of being certain that adverse effects will not be caused by some agent under defined conditions.
Insure the safety of the children.ಅರ್ಥ : କୌଣସି କାର୍ଯ୍ୟ ଆଦିରୁ ରକ୍ଷାପାଇବାର ପ୍ରକ୍ରିୟା
ಉದಾಹರಣೆ :
ସେ ମୋତେ କରରୁ ରକ୍ଷା ପାଇବାର କେତେକ ଉପାୟ ବତାଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
Deliberately avoiding. Keeping away from or preventing from happening.
avoidance, dodging, shunning, turning awayಅರ್ಥ : ଭଲଭାବରେ କରାଯାଉଥିବା ରକ୍ଷା
ಉದಾಹರಣೆ :
ଯେଉଁ ବୀରମାନେ ଦେଶର ସୁରକ୍ଷାପାଇଁ ସୀମାରେ ନିଯୁକ୍ତ, ସେ ଦେଶ ସେହି ବୀରମାନଙ୍କ ପ୍ରତି କୃତଜ୍ଞ
ಸಮಾನಾರ್ಥಕ : ନିରାପତ୍ତା, ସଂରକ୍ଷଣ, ସୁରକ୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
अच्छी तरह की जाने वाली रक्षा।
यह देश आभारी है उन वीरों का जो देश की सुरक्षा के लिए सीमाओं पर तैनात हैं।The activity of protecting someone or something.
The witnesses demanded police protection.ಅರ್ಥ : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
ಉದಾಹರಣೆ :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
ಸಮಾನಾರ್ಥಕ : ଉଦ୍ଧାର, ତାରଣ, ନିସ୍ତାର, ମୁକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
Recovery or preservation from loss or danger.
Work is the deliverance of mankind.