ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଯୋଡ଼ିହେବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଯୋଡ଼ିହେବା   କ୍ରିୟାପଦ

ಅರ್ಥ : ନିଜନିଜ ଭିତରେ ଏପରି ମିଶିବା ଯେପରି ଦୁଇଜଣଙ୍କର ପାର୍ଶ୍ୱ ବା ତଳ ପରସ୍ପର ସହ ଲାଗିଯିବ

ಉದಾಹರಣೆ : ପିଲାଟି ଡରିକରି ତା’ ମାର ଛାତିକୁ ଜାବୁଡ଼ି ଧଇଲା ଶଲ୍ୟ ଚିକିତ୍ସାଦ୍ୱାରା ତାର କଟା ହୋଇଥିବା ଆଙ୍ଗୁଳି ଯୋଡ଼ି ହୋଇଗଲା

ಸಮಾನಾರ್ಥಕ : ଜାବୁଡ଼ି ଧରିବା, ମିଶିଯିବା, ଲାଗିବା


ಇತರ ಭಾಷೆಗಳಿಗೆ ಅನುವಾದ :

आपस में इस प्रकार मिलना कि दोनों के पार्श्व या तल एक दूसरे को स्पर्श करें।

बच्चा डरकर माँ की छाती से सट गया।
चिपकना, जुटना, जुड़ना, भिड़ना, सटना

ಅರ್ಥ : କେତେକ ବସ୍ତୁ ପରସ୍ପର ସହିତ ଏପରି ମିଶିବ ବା ଯୋଡ଼ିହେବ ଯେପରି ଗୋଟିକର ପୃଷ୍ଠ ବା ଅନ୍ୟଟିର ସହିତ ଲାଗିଯିବ

ಉದಾಹರಣೆ : ଏହି ଚୌକିର ଭାଙ୍ଗି ଯାଇଥିବା ହାତ ଯୋଡ଼ିହୋଇଗଲା

ಸಮಾನಾರ್ಥಕ : ଲାଗିଯିବା, ସଂଯୁକ୍ତ ହେବା, ସଂଲଗ୍ନ ହେବା


ಇತರ ಭಾಷೆಗಳಿಗೆ ಅನುವಾದ :

कुछ वस्तुओं का इस प्रकार परस्पर मिलना या सटना कि एक का अंग या तल दूसरी के साथ लग या चिपक जाए।

इस कुर्सी का टूटा हुआ हत्था जुड़ गया।
जुटना, जुड़ना, लगना, संबंध होना, संबद्ध होना, संयुक्त होना, संलग्न होना

Be or become joined or united or linked.

The two streets connect to become a highway.
Our paths joined.
The travelers linked up again at the airport.
connect, join, link, link up, unite