ಅರ್ಥ : କୌଣସି କାମପାଇଁ ଯୋଜନା କରିବା
ಉದಾಹರಣೆ :
ସେ ଘରକୁ ଯିବାପାଇଁ ଯୋଜନା କରୁଛି
ಸಮಾನಾರ್ಥಕ : ପରିକଳ୍ପନା କରିବା, ସଂଘଟନ କରିବା, ସଂଯୋଜନା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାମ,ଘଟଣା ଆଦି ନିମନ୍ତେ ସ୍ଥାନ,ସମୟ ଆଦି ନିର୍ଦ୍ଧାରଣ କରିବା
ಉದಾಹರಣೆ :
ମୁଁ ଆସନ୍ତା ମାସରେ ଘରକୁ ଯିବାର ବ୍ୟବସ୍ଥା କରୁଛି
ಸಮಾನಾರ್ಥಕ : ଆୟୋଜନ କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* किसी काम, घटना आदि के लिए स्थान, समय आदि निर्धारित करना।
मैंने अगले महीने घर जाने का कार्यक्रम बनाया है।