ಅರ್ಥ : ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ
ಉದಾಹರಣೆ :
ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ
ಸಮಾನಾರ್ಥಕ : ଉପଯୁକ୍ତତା, କ୍ଷମତା, ପରଖ, ସାମର୍ଥ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
ज्ञान, अनुभव, शिक्षा आदि की दृष्टि से वह विशेषता या गुण जिसके आधार पर कोई किसी कार्य या पद के लिए उपयुक्त समझा जाता है।
प्रतियोगी परीक्षाओं के द्वारा विद्यार्थियों की योग्यता परखी जाती है।An attribute that must be met or complied with and that fits a person for something.
Her qualifications for the job are excellent.ಅರ್ಥ : ଏପରି ଗୁଣ, ଜ୍ଞାନ, ଅନୁଭବ, ଯୋଗ୍ୟତା ଓ କୁଶଳତା ଆଦି ଯାହା କାହାର କୌଣସି ପଦ, ସ୍ଥିତି, ଓ ପେଷା ଆଦି ପାଇଁ ଉପଯୁକ୍ତ ସିଦ୍ଧ ହୁଏ
ಉದಾಹರಣೆ :
ଭଲ ପଦ ପାଇଁ ବିଶିଷ୍ଟତା ଆବଶ୍ୟକ
ಸಮಾನಾರ್ಥಕ : ବିଶିଷ୍ଟତା