ಅರ್ಥ : କୌଣସି କାମ ଠିକ ଢଙ୍ଗରେ କିମ୍ବା ଉଚିତ ପ୍ରକାରରେ କରିବା ବା ତାକୁ ପୂରା କରିବାପାଇଁ ଆୟୋଜନ କରିବାର କ୍ରିୟା
ಉದಾಹರಣೆ :
ବାହାଘରରେ ଝିଅଘର ବହୁତ ଭଲ ବ୍ୟବସ୍ଥା କରିଥିଲେ
ಸಮಾನಾರ್ಥಕ : ବନ୍ଦୋବସ୍ତ, ବ୍ୟବସ୍ଥା
ಇತರ ಭಾಷೆಗಳಿಗೆ ಅನುವಾದ :
कोई काम ठीक ढंग या उचित प्रकार से करने या उसे पूरा करने के लिए आयोजन करने की क्रिया।
शादी में लड़कीवालों ने बहुत अच्छी व्यवस्था की थी।ಅರ್ಥ : କୌଣସି କାମ ଠିକ ଭାବରେ ସମ୍ପୂର୍ଣ୍ଣ କରିବା ବ୍ୟବସ୍ଥା
ಉದಾಹರಣೆ :
ଶ୍ୟାମ ଧର୍ମାନୁଷ୍ଠାନର ସମ୍ପୂର୍ଣ୍ଣ ଯୋଗାଡ଼ କରିଛି
ಸಮಾನಾರ್ಥಕ : ଆୟୋଜନ, ପ୍ରବନ୍ଧ, ବନ୍ଦୋବସ୍ତ, ବ୍ୟବସ୍ଥା
ಇತರ ಭಾಷೆಗಳಿಗೆ ಅನುವಾದ :
The act of managing something.
He was given overall management of the program.ಅರ್ಥ : କୌଣସି ବସ୍ତୁ ଉତ୍ପାଦନରେ ନିୟୋଜିତ ଲୋକ, କାରଖାନା ବା ସଂସ୍ଥାନ
ಉದಾಹರಣೆ :
ସରକାର ମହିଳା ଉଦ୍ୟୋଗଗୁଡ଼ିକୁ ଉତ୍ସାହିତ କରୁଛନ୍ତି
ಸಮಾನಾರ್ಥಕ : ଉଦଯୋଗ, ଉଦ୍ୟମ, ଉଦ୍ୟୋଗ, ଚେଷ୍ଟା
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु के उत्पादन में रत लोग, कारखाना या संस्थान।
सरकार महिला उद्योगों को बढ़ावा दे रही है।The people or companies engaged in a particular kind of commercial enterprise.
Each industry has its own trade publications.