ಅರ್ಥ : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
ಉದಾಹರಣೆ :
ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
ಸಮಾನಾರ್ಥಕ : ଗମନାଗମନ, ପରିବହନ, ଯିବାଆସିବା
ಇತರ ಭಾಷೆಗಳಿಗೆ ಅನುವಾದ :
A facility consisting of the means and equipment necessary for the movement of passengers or goods.
transit, transportation, transportation systemಅರ್ಥ : ଗୋଟିଏ ଅବସ୍ଥା ବା ସ୍ଥାନରୁ ଅନ୍ୟ ଅବସ୍ଥା ବା ସ୍ଥାନକୁ ଯିବାର କ୍ରିୟା
ಉದಾಹರಣೆ :
ପାକିସ୍ଥାନ ଓ ଭାରତ ଗମନାଗମନର ସୁବିଧାକୁ ଅଧିକ ସୁଲଭ କରୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :