ಅರ್ಥ : ପରୀକ୍ଷା ନେବା, ପରଖିବା କିମ୍ବା ଯାଞ୍ଚ କରିବା କାମ
ಉದಾಹರಣೆ :
ଜଣେ ଜ୍ୟୋତିଷ ମୋର ଜନ୍ମକୁଣ୍ଡଳୀକୁ ପରୀକ୍ଷା କଲେ
ಸಮಾನಾರ್ಥಕ : ପରୀକ୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ରୋଗର କାରଣ ଜାଣିବା ପାଇଁ ଶାରିରୀକ ଦ୍ରବ୍ୟକୁ ପରୀକ୍ଷା କରିବାର ପ୍ରକ୍ରିୟା
ಉದಾಹರಣೆ :
ମୋତେ ରକ୍ତ ପରୀକ୍ଷା କରାଇବାକୁ ପଡ଼ିବ
ಇತರ ಭಾಷೆಗಳಿಗೆ ಅನುವಾದ :
Examination of tissues or liquids from the living body to determine the existence or cause of a disease.
biopsyಅರ್ಥ : ଯୋଗ୍ୟତା, ବିଶେଷତା, ସାମର୍ଥ୍ୟ ଗୁଣଆଦି ଜାଣିବା ନିମନ୍ତେ ଭଲ ଭାବେ ଦେଖିବା ବା ପରଖିବା କ୍ରିୟା ବା ଭାବ
ಉದಾಹರಣೆ :
ସମର୍ଥ ଗୁରୁ ରାମଦାସ ଶିଷ୍ୟର ପରୀକ୍ଷା ନେବା ନିମନ୍ତେ ତାଙ୍କୁ ବାଘୁଣୀର ଦୁଧ ମାଗିଲେସେ ସବୁ ପରୀକ୍ଷାରେ ସଫଳତା ସହକାରେ ଉତ୍ତୀର୍ଣ୍ଣ ହେଲା
ಇತರ ಭಾಷೆಗಳಿಗೆ ಅನುವಾದ :
The act of giving students or candidates a test (as by questions) to determine what they know or have learned.
examination, testingಅರ್ಥ : ହଜିଯାଇଥିବା ବା ଲୁଚି ରହିଥିବା ବସ୍ତୁକୁ ପାଇବାପାଇଁ କାହାରି ଶରୀର ବା ଘର ଆଦି ପରୀକ୍ଷା କରିବା
ಉದಾಹರಣೆ :
ଉଡ଼ାଜାହାଜରେ ଚଢ଼ିବାପୂର୍ବରୁ ଲୋକମାନଙ୍କୁ ଯାଞ୍ଚ କରାଯାଏ
ಸಮಾನಾರ್ಥಕ : ଅନୁସନ୍ଧାନ, ତନଖି, ତଲାସ, ପରଖ
ಇತರ ಭಾಷೆಗಳಿಗೆ ಅನುವಾದ :
खोई या छिपाई हुई वस्तु को पाने के लिए किसी के शरीर या घर आदि की जाँच-पड़ताल।
हवाई यात्रा करने से पूर्व लोगों की तलाशी ली जाती है।ಅರ್ಥ : ମିଳାଇ ବା ଯାଞ୍ଚକରି ଏହା ଠିକ ବା ଯେଉଁଭଳି ରହିବା କଥା ସେଭଳି ଅଛି କି ନାହିଁ ପରୀକ୍ଷା କରିବା
ಉದಾಹರಣೆ :
କାର୍ଯ୍ୟାଳୟରେ ବାବୁ ପ୍ରଥମେ କାଗଜ ଗୁଡ଼ିକ ଯାଞ୍ଚ କଲେ
ಸಮಾನಾರ್ಥಕ : ଯାଂଚ
ಇತರ ಭಾಷೆಗಳಿಗೆ ಅನುವಾದ :
मिलान या जाँच करके यह देखने की क्रिया कि यह ठीक या ज्यों-का-त्यों है या नहीं।
कार्यालय में बाबू ने पहले कागजात का सत्यापन किया।Additional proof that something that was believed (some fact or hypothesis or theory) is correct.
Fossils provided further confirmation of the evolutionary theory.ಅರ್ಥ : ଚିକିତ୍ସକଙ୍କର ରୋଗୀକୁ ପରୀକ୍ଷା କରି ରୋଗର ଭଲମନ୍ଦ ଯାଞ୍ଚ କରିବା ପ୍ରକ୍ରିୟା
ಉದಾಹರಣೆ :
ଏହି ରୋଗୀକୁ ଜଣେ ବଡ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା କରାଇବା ଦରକାର
ಸಮಾನಾರ್ಥಕ : ଡାକ୍ତରୀ ପରୀକ୍ଷା, ପରୀକ୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
A thorough physical examination. Includes a variety of tests depending on the age and sex and health of the person.
checkup, health check, medical, medical checkup, medical exam, medical examination