ಅರ್ಥ : କାନ୍ତି ମଳିନ ପଡ଼ିଯିବା
ಉದಾಹರಣೆ :
ଖରାପ ଖବର ଶୁଣି ତା ଚେହେରା ମଉଳିଗଲା
ಸಮಾನಾರ್ಥಕ : ଝାଉଁଳି ଯିବା, ମଉଳିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
कांति का मलिन पड़ना।
बुरी ख़बर सुन कर उसका चेहरा मुरझा गया।ಅರ್ಥ : ଉଦାସ ବା ମ୍ଳାନ ହେବା
ಉದಾಹರಣೆ :
ମାଆକୁ ଦେଖିବାପାଇଁ ଛୋଟ ପିଲାଟି ଛଟପଟରେ ମ୍ଳାନ ପଡ଼ିଗଲା
ಸಮಾನಾರ್ಥಕ : ଅବଶ ହେବା, ବିଷଣ୍ଣ ହେବା, ମଳିନ ପଡ଼ିଯିବା, ମ୍ଳାନ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
उदास या म्लान होना।
माँ से मिलने की तड़प में छोटा बच्चा उदस गया है।