ಅರ್ಥ : କୌଣସି ବସ୍ତୁର ମୂଳ ବା ତତ୍ୱସହିତ ସଂବନ୍ଧ ରଖୁଥିବା
ಉದಾಹರಣೆ :
ସତ୍ୟ, ଅହିଂସା, ଏବଂ ପ୍ରେମ- ଏଗୁଡ଼ିକ ସଂସ୍କୃତିର ଆଧାରଭୂତ ସଂରଚନା
ಸಮಾನಾರ್ಥಕ : ଆଧାରଭୂତ, ମୂଳ, ମୂଳ ଆଧାର
ಇತರ ಭಾಷೆಗಳಿಗೆ ಅನುವಾದ :
Being or involving basic facts or principles.
The fundamental laws of the universe.ಅರ್ಥ : ଯାହା କାହାରି ଅନୁବାଦ, ନକଲ ବା ଆଧାର ଉପରେ ଆଧାରିତ ନୁହେଁ, କିନ୍ତୁ ନିଜର ଉଦ୍ଭାବନରୁ ବାହାରିଛି
ಉದಾಹರಣೆ :
ଏହା ମୋର ମୌଳିକ ରଚନା
ಸಮಾನಾರ್ಥಕ : ନିଜସ୍ୱ, ମୂଳ, ସ୍ୱକୃତ, ସ୍ୱରଚିତ
ಇತರ ಭಾಷೆಗಳಿಗೆ ಅನುವಾದ :
Not derived or copied or translated from something else.
The play is original; not an adaptation.