ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହା ବାସ୍ତବରେ ନଥିଲେ ବି ମୁହଁରେ କହି ବା ମାନି ତିଆରି କରାଯାଇଛି
ಉದಾಹರಣೆ : ସେ ମୋର ମୁହଁକୁହା ଭାଇ
ಸಮಾನಾರ್ಥಕ : ମୁହଁକୁହା, ମୁହଁବୋଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो वास्तव में न होने पर भी मुँह से कहकर या मानकर बनाया गया हो।
ಅರ್ಥ : ମୁଖ,ବାଣୀ, ବା ଉଚ୍ଚାରଣ ସହ ସମ୍ବନ୍ଧ ରଖୁଥିବା
ಉದಾಹರಣೆ : କାହାର ଯୋଗ୍ୟତା ଜାଣିବାପାଇଁ ମୌଖିକ ତଥା ଲିଖିତ ପରୀକ୍ଷା କରାଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
मुख, वाणी या उच्चारण से संबंध रखने वाला।
Using speech rather than writing.
ಸ್ಥಾಪನೆ