ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୁଲିର କାମ
ಉದಾಹರಣೆ : ମୋ ବାପ ଦାଦା କୁଲିଗିରି କରୁଥିଲେ
ಸಮಾನಾರ್ಥಕ : କୁଲିକାମ, କୁଲିଗିରି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
कुली का काम।
ಅರ್ಥ : ମୋଟିଆର କାମ
ಉದಾಹರಣೆ : ମୋତେ ମୋଟିଆକାମ ଭଲ ଲାଗୁନାହିଁ କିନ୍ତୁ ପେଟପାଇଁ କରିବାକୁ ପଡ଼ୁଛି
ಸಮಾನಾರ್ಥಕ : କୁଲିକାମ, ଖଲାସୀକାମ
हमाल का काम।
ಅರ್ಥ : ବସ୍ତା ଉଠାଇ ଅନ୍ୟ କେଉଁଠି ପହଞ୍ଚେଇବାର କାମ
ಉದಾಹರಣೆ : ମହେଶ ମୋଟିଆକାମପାଇଁ ପଚାଶ ଟଙ୍କା ମାଗୁଛି
ಸಮಾನಾರ್ಥಕ : ବୋଝିଆକାମ
थैली उठाकर कहीं पहुँचाने का काम।
ಸ್ಥಾಪನೆ