ಅರ್ಥ : ତଳରୁ ଉପର ପର୍ଯ୍ୟନ୍ତ ସମାନ ରୂପରେ ମୋଟା
ಉದಾಹರಣೆ :
ସେ ଥଣ୍ଡାରୁ ରକ୍ଷାପାଇବାପାଇଁ ଗୋଟିଏ ମୋଟା କମ୍ବଳ ଘୋଡ଼େଇ ହେଲା
ಇತರ ಭಾಷೆಗಳಿಗೆ ಅನುವಾದ :
नीचे से लेकर ऊपर तक समान रूप से मोटा।
चोटियों पर मोटी बर्फ जमी हुई है।ಅರ್ಥ : ଫୁଲିଯାଇଥିବା ବା ସ୍ଥୂଳ ଶରୀରର ବା ଅତ୍ୟଧିକ ମାଂସ ଯୁକ୍ତ
ಉದಾಹರಣೆ :
ସୂମୋ ପହିଲିମାନ ବହୁତ ମୋଟା ହୋଇଛିମୋଟା ଲୋକମାନଙ୍କୁ ହୃଦ ରୋଗର ବିପଦ ଅଧିକ ଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମଜବୁତ ଶରୀରର
ಉದಾಹರಣೆ :
ଏକ ପତଳା ପହିଲିବାନ ଏକ ତାଗଡ଼ା ପହିଲିବାନକୁ ଧୂଳି ଚଟେଇ ଦେଲା
ಸಮಾನಾರ್ಥಕ : ତାଗଡ଼ା, ପୃଥୁଳ, ହୃଷ୍ଟ ପୁଷ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :
मजबूत शरीर वाला।
एक दुबले-पतले पहलवान ने एक तगड़े पहलवान को धूल चटा दी।ಅರ್ಥ : ଯାହାର ଚୁନା ବା ଗୁଣ୍ଡ ଚିକ୍କଣ ନୁହେଁ
ಉದಾಹರಣೆ :
ଖଦଡ଼ା ଅଟାରେ ରୋଟି ଭଲ ଫୁଲେ ନାହିଁ
ಸಮಾನಾರ್ಥಕ : ଖଣ୍ଡଖଣ୍ଡିଆ, ଖଦଡ଼ା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସାଧାରଣ ବା ଯାହା ଭଲ ନୁହେଁ
ಉದಾಹರಣೆ :
ଦରିଦ୍ରମାନେ ମୋଟା ଶସ୍ୟରେ ହିଁ କାମ ଚଳାଇ ନିଅନ୍ତି
ಸಮಾನಾರ್ಥಕ : ବଗଡ଼ା
ಇತರ ಭಾಷೆಗಳಿಗೆ ಅನುವಾದ :
Moderate to inferior in quality.
They improved the quality from mediocre to above average.