ಅರ್ಥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ପ୍ରଥମ ରାଶି, ଯେଉଁଥିରେ ଛଅଷଠି ତାରା ଏଭଳି ଭାବେ ଅଛନ୍ତି ଯେ ସେ ସବୁକୁ ଯୋଗ କଲେ ତାହା ମେଷ ଆକୃତିର ଦେଖାଯାଏ
ಉದಾಹರಣೆ :
ତାର ମେଷ ରାଶି
ಸಮಾನಾರ್ಥಕ : ମେଷରାଶି
ಇತರ ಭಾಷೆಗಳಿಗೆ ಅನುವಾದ :
The first sign of the zodiac which the sun enters at the vernal equinox. The sun is in this sign from about March 21 to April 19.
aries, aries the ram, ramಅರ್ಥ : ସୌର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ସୂର୍ଯ୍ୟ ମେଷରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ଚନ୍ଦ୍ର ମେଷରାଶିରେ ଥାଏ
ಉದಾಹರಣೆ :
ମେଷ ରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଫଳଦାୟକ
ಸಮಾನಾರ್ಥಕ : ମେଷ ରାଶି
ಇತರ ಭಾಷೆಗಳಿಗೆ ಅನುವಾದ :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य मेषराशि में हो।
मेषराशिवालों के लिए यह वर्ष फलदायी है।