ಅರ್ಥ : ଯେଉଁ ଖୁଣ୍ଟିରେ ବଳଦଙ୍କୁ ବାନ୍ଧି ଫସଲକୁ ବେଙ୍ଗଳା କରାଯାଏ
ಉದಾಹರಣೆ :
ଚାଷୀ ଖଳାରେ ମେରି ପୋତୁଛି, ଯାହାଫଳରେ ବଳଦଙ୍କଦ୍ୱାରା ବେଙ୍ଗଳା ପକାଯାଇପାରିବ
ಇತರ ಭಾಷೆಗಳಿಗೆ ಅನುವಾದ :
वह खंबा जिसमें बैलों को बाँधकर फसल की दौंरी कराई जाती है।
किसान खलिहान में मेधि गाड़ रहा है ताकि बैलों द्वारा दौंरी कराई जा सके।ಅರ್ಥ : କୌଣସି ଅଧିକାରୀଙ୍କଠାରୁ ନିଜ ସର୍ତ୍ତ ମନେଇବାପାଇଁ ସବୁ କର୍ମଚାରୀ ଓ ବିଦ୍ୟାର୍ଥୀଙ୍କଦ୍ୱାରା ଘେରଉ କରିବା କ୍ରିୟା
ಉದಾಹರಣೆ :
ନିଜ ସମସ୍ୟାଗୁଡ଼ିକୁ ନେଇ ଛାତ୍ରମାନେ ଅଧ୍ୟକ୍ଷଙ୍କୁ ଘେରାଉ କଲେ
ಸಮಾನಾರ್ಥಕ : ଅବରୋଧ, ଘେରଉ, ଘେରାଉ
ಇತರ ಭಾಷೆಗಳಿಗೆ ಅನುವಾದ :
किसी अधिकारी से अपनी बात मनवाने के लिए कर्मचारियों, विद्यार्थियों आदि के द्वारा उसे घेरने की क्रिया।
अपनी समस्याओं को लेकर छात्रों ने प्रधानाचार्य का घेराव किया।