ಅರ್ಥ : ଅମରକଣ୍ଟକରୁ ବାହାରିଥିବା ଭାରତର ଏକ ପ୍ରମୁଖ ନଦୀ
ಉದಾಹರಣೆ :
ନର୍ମଦାରୁ ବାହାରିଥିବା ଅଣ୍ଡାକାର ଶିବଲିଙ୍ଗକୁ ନର୍ମଦେଶ୍ୱର କୁହାଯାଏ
ಸಮಾನಾರ್ಥಕ : ଇନ୍ଦୁଜା, ନର୍ମଦା, ପୂର୍ବଗଙ୍ଗା, ବେଦଗର୍ଭା", ମେକଳସୁତା, ରେବା, ସୋମସୁତା
ಇತರ ಭಾಷೆಗಳಿಗೆ ಅನುವಾದ :
भारत की प्रमुख नदियों में से एक जो अमरकंटक से निकली है।
नर्मदा से निकलने वाला अंडाकार शिवलिंग नर्मदेश्वर कहलाता है।