ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ମୃତ୍ୟୁଲୋକ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ମୃତ୍ୟୁଲୋକ   ବିଶେଷ୍ୟ

ಅರ್ಥ : ଲୋକେ ମଲାପରେ ଯେଉଁ ଲୋକକୁ ଯାଆନ୍ତି

ಉದಾಹರಣೆ : କୁହାଯାଏ ଯେ ନରକ ଚତୁର୍ଦ୍ଦଶୀ ଦିନ ଯମପୁରର ଦ୍ୱାର ଖୋଲା ରହେ

ಸಮಾನಾರ್ಥಕ : ଯମପୁର, ଯମପୁରୀ, ଯମଲୋକ


ಇತರ ಭಾಷೆಗಳಿಗೆ ಅನುವಾದ :

वह लोक जहाँ लोग मरने पर जाते हैं।

कहा जाता है नरक चतुर्दशी के दिन यमलोक का दरवाज़ा खुला रहता है।
प्रेतपुर, प्रेतपुरी, प्रेतलोक, मृत्युलोक, यमपुर, यमपुरी, यमलोक, यमालय

ಅರ್ಥ : ଆମେ ପ୍ରାଣୀମାନେ ରହୁଥିବା ଜଗତ

ಉದಾಹರಣೆ : ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ

ಸಮಾನಾರ್ಥಕ : ଅଧିଲୋକ, ଇହଲୋକ, ଜଗତ, ଜୀବଲୋକ, ଦୁନିଆ, ଦୁନିଆଁ, ପୃଥିବୀଲୋକ, ପୃଥ୍ୱୀଲୋକ, ବିଶ୍ୱ, ଭୁବନ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମର୍ତ୍ତ୍ୟଲୋକ, ସଂସାର, ସୃଷ୍ଟି


ಇತರ ಭಾಷೆಗಳಿಗೆ ಅನುವಾದ :

ಅರ್ಥ : ମୃତ୍ୟୁ ହେବାର ପର ଅବସ୍ଥା

ಉದಾಹರಣೆ : ଜିଇଁ ଥାଉଥାଉ ମୃତ୍ୟୁଲୋକ ଚିନ୍ତା କାହିଁକି

ಸಮಾನಾರ್ಥಕ : ଆର ଦୁନିଆଁ


ಇತರ ಭಾಷೆಗಳಿಗೆ ಅನುವಾದ :

मरने के बाद की अवस्था।

जीते जी आक़बत की चिंता क्यों करनी।
अकबत, आकबत, आक़बत