ಅರ್ಥ : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
ಉದಾಹರಣೆ :
ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କ୍ଲାନ୍ତି ଦୂରକରିବାପାଇଁ କାହାରି ଶରୀରରେ ମୁଠିଦ୍ବାରା ଧୀରେ ଧୀରେ ଆଘାତ କରିବା ପ୍ରକ୍ରିୟା
ಉದಾಹರಣೆ :
ସେଠଜୀ ସେବକରାମଠାରୁ ମୁଥ ଖାଉଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
बँधी हुई मुट्ठिओं से किसी के शरीर पर उसकी थकावट दूर करने के लिए धीरे-धीरे आघात करने की क्रिया।
सेठजी सेवकराम से मुक्की लगवा रहे हैं।ಅರ್ಥ : ମୁଷ୍ଠିଦ୍ୱାରା କରିବା ପ୍ରହାର
ಉದಾಹರಣೆ :
କେବେ କେବେ ମୁଷ୍ଠିଘାତ ବି ଜଣକ ଜୀବନ ନେଇପାରେ
ಸಮಾನಾರ್ಥಕ : ଘୁଷା, ଘୁଷି, ମୁଷ୍ଠିଘାତ, ମୁଷ୍ଠିପ୍ରହାର
ಇತರ ಭಾಷೆಗಳಿಗೆ ಅನುವಾದ :