ಅರ್ಥ : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
ಉದಾಹರಣೆ :
ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
ಉದಾಹರಣೆ :
ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
ಸಮಾನಾರ್ಥಕ : ମୁଠା
ಇತರ ಭಾಷೆಗಳಿಗೆ ಅನುವಾದ :