ಅರ್ಥ : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
ಉದಾಹರಣೆ :
ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
ಉದಾಹರಣೆ :
ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
ಸಮಾನಾರ್ಥಕ : ମୁଠି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚାପିବା, କଷିବା ଆଦିର ଉପକରଣ
ಉದಾಹರಣೆ :
ବହିବନ୍ଧାଳୀ ଚାପୁଆଣିରେ ଚାପି ବହିର ପୃଷ୍ଠା କାଟେ
ಸಮಾನಾರ್ಥಕ : ଚାପୁଆଣି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଧରିବାର କାର୍ଯ୍ୟ
ಉದಾಹರಣೆ :
ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
ಇತರ ಭಾಷೆಗಳಿಗೆ ಅನುವಾದ :