ಅರ್ಥ : ବିବାହ ସମୟର ଯେଉଁ ପରମ୍ପରା ଅନୁସାରେ ବର ଏବଂ କନ୍ୟା ପକ୍ଷର ଲୋକଙ୍କ ମଧ୍ୟରେ ପରସ୍ପର ଆଲିଙ୍ଗନ ପରେ କନ୍ୟା ପକ୍ଷର ଲୋକଙ୍କ ଦ୍ବାରା ବରପକ୍ଷ ଲୋକଙ୍କୁ କିଛି ଧନ ଭେଟି ଦିଅନ୍ତି
ಉದಾಹರಣೆ :
କକା ବରଯାତ୍ରୀ ମାନଙ୍କୁ ମିଳନୀରେ ପାଞ୍ଚପାଞ୍ଚଶହ ଟଙ୍କା ଦେଲେ
ಇತರ ಭಾಷೆಗಳಿಗೆ ಅನುವಾದ :
विवाह के समय की वह रस्म जिसमें वर और कन्या पक्ष के लोग आपस में गले मिलते हैं तथा कन्या-पक्ष के लोग वर-पक्ष के लोगों को कुछ धन भेंट करते हैं।
चाचाजी ने बरातियों को मिलनी में पाँच-पाँच सौ रुपए दिए।ಅರ್ಥ : ବିବାହ ସମୟର ଯେଉଁ ପରମ୍ପରା ଅନୁସାରେ ବର ଏବଂ କନ୍ୟା ପକ୍ଷର ଲୋକଙ୍କ ମଧ୍ୟରେ ପରସ୍ପର ଆଲିଙ୍ଗନ ପରେ କନ୍ୟା ପକ୍ଷର ଲୋକଙ୍କ ଦ୍ବାରା ବରପକ୍ଷ ଲୋକଙ୍କୁ ଦିଆ ଯାଉଥିବା ଧନ
ಉದಾಹರಣೆ :
ମିଳନୀ ପାଇ ବରଯାତ୍ରୀ ବହୁତ ଖୁସି ଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
विवाह के समय की एक रस्म में वर और कन्या पक्ष के लोगों के आपस में गले मिलने के बाद कन्या-पक्ष के लोगों द्वारा वर-पक्ष के लोगों को दिया जाने वाला धन।
मिलनी पाकर बराती बहुत खुश थे।