ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ମିଥୁନ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ମିଥୁନ   ବିଶେଷ୍ୟ

ಅರ್ಥ : ସ୍ତ୍ରୀ ଆଦିଙ୍କ ସହିତ ପୁରୁଷ ଆଦିଙ୍କ ସମାଗମ

ಉದಾಹರಣೆ : ଅନୁଚିତ ମୈଥୁନ କେତେ ପ୍ରକାରର ରୋଗକୁ ଜନ୍ମ ଦିଏବ୍ରହ୍ମଚାରୀ ମୈଥୁନ ଠାରୁ ଦୂରରେ ରହନ୍ତି

ಸಮಾನಾರ್ಥಕ : ଅନଂଗ-କ୍ରୀଡ଼ା, ଅନଙ୍ଗ-କ୍ରୀଡ଼ା, କେଳି, ନିଧୁବନ, ମୈଥୁନ, ରତି, ରତିକ୍ରିୟା, ସଂଗମ, ସଂଭୋଗ, ସଙ୍ଗମ, ସମ୍ଭୋଗ, ସହବାସ


ಇತರ ಭಾಷೆಗಳಿಗೆ ಅನುವಾದ :

Activities associated with sexual intercourse.

They had sex in the back seat.
sex, sex activity, sexual activity, sexual practice

ಅರ್ಥ : ସୌର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ସୂର୍ଯ୍ୟ ମିଥୁନରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ଚନ୍ଦ୍ର ମିଥୁନରାଶିରେ ଥାଏ

ಉದಾಹರಣೆ : ମିଥୁନ ରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଟିକିଏ କଷ୍ଟଦାୟକ

ಸಮಾನಾರ್ಥಕ : ମିଥୁନ ରାଶି


ಇತರ ಭಾಷೆಗಳಿಗೆ ಅನುವಾದ :

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य मिथुनराशि में हो।

मिथुनराशिवालों के लिए यह वर्ष थोड़ा कष्टमय है।
मिथुन राशिवाला, मिथुनराशिवाला

(astrology) a person who is born while the sun is in Gemini.

gemini, twin

ಅರ್ಥ : ଜ୍ୟୋତିଷ ଶାସ୍ତ୍ରର ଦ୍ୱାଦଶ ରାଶି ମଧ୍ୟରୁ ତୃତୀୟ ରାଶି

ಉದಾಹರಣೆ : ଏ ବର୍ଷ ମିଥୁନରାଶି ଲୋକଙ୍କପାଇଁ ଅନୁକୂଳ

ಸಮಾನಾರ್ಥಕ : ମିଥୁନରାଶି


ಇತರ ಭಾಷೆಗಳಿಗೆ ಅನುವಾದ :

ज्योतिष में बारह राशियों में से तीसरी राशि।

यह साल मिथुन राशि के लोगों के अनुकूल है।
मिथुन, मिथुन राशि, मिथुनराशि

The third sign of the zodiac. The sun is in this sign from about May 21 to June 20.

gemini, gemini the twins, twins

ಅರ್ಥ : ପୋଖରୀ କୂଳରେ ରହୁଥୁବା ଗୋଟିଏ ପ୍ରକାରର ପକ୍ଷୀ

ಉದಾಹರಣೆ : କ୍ରୌଞ୍ଚ ଯୁଗଳଙ୍କ ଦୁଃଖଦ ମୃତ୍ୟୁ ଦେଖି ବାଲ୍ମିକୀଙ୍କ ମୁଁହରୁ ଆପେ ଆପେ କାବ୍ୟ ଫୁଟି ଉଠିଲା

ಸಮಾನಾರ್ಥಕ : କ୍ରୌଞ୍ଚ, କ୍ରୌଞ୍ଚ ମିଥୁନ, ବଗ


ಇತರ ಭಾಷೆಗಳಿಗೆ ಅನುವಾದ :

जलाशयों के किनारे रहनेवाला एक प्रकार का पक्षी।

क्रौंच जोड़ों का दुखद प्राणांत देखकर वाल्मीकि के मुख से अनायास ही काव्य फूट पड़ा।
कालीक, कुररी, कुराँकुर, कूँज, क्रौंच

Small slender gull having narrow wings and a forked tail.

tern