ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ମାସିକ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ମାସିକ   ବିଶେଷ୍ୟ

ಅರ್ಥ : ପ୍ରତି ମାସ ନିର୍ଦ୍ଦିଷ୍ଟ ସମୟରେ ପ୍ରକାଶିତ ହେଉଥିବା ପତ୍ରିକା ଆଦି

ಉದಾಹರಣೆ : ଏହି ମାସିକ ପତ୍ରିକା ଜ୍ୟୋତିଷ ଆଧାରିତ


ಇತರ ಭಾಷೆಗಳಿಗೆ ಅನುವಾದ :

हर महीने नियत समय पर प्रकाशित होने वाली पत्रिका आदि।

यह मासिक ज्योतिष पर आधारित है।
मासिक

A periodical that is published every month (or 12 issues per year).

monthly

ମାସିକ   ବିଶେଷଣ

ಅರ್ಥ : ପ୍ରତ୍ୟେକ ମାସର

ಉದಾಹರಣೆ : ଆମର ବିଦ୍ୟାଳୟର ମାସିକ ଶୁଳ୍କ ଶହେ ଟଙ୍କା ଏହି ପତ୍ରିକାରେ କେତେକ ମହତ୍ତ୍ୱପୂର୍ଣ୍ଣ କାମର ମାସିକ ବିବରଣୀ ଦିଆଯାଇଛି


ಇತರ ಭಾಷೆಗಳಿಗೆ ಅನುವಾದ :

हर महीने का।

हमारे विद्यालय में मासिक शुल्क सौ रुपये है।
इस पत्रिका में कुछ महत्वपूर्ण कामों का मासिक विवरण दिया गया है।
महीनेवार, मासिक, माहवार, माहवारी

ಅರ್ಥ : ପ୍ରତ୍ୟେକ ମାସରେ ଥରେ ବା ମାସମାସଧରି ହେଉଥିବା

ಉದಾಹರಣೆ : ଏହି ମନ୍ଦିରରେ ମାସିକ ରାମକଥାର ଆୟୋଜନ ହୁଏ


ಇತರ ಭಾಷೆಗಳಿಗೆ ಅನುವಾದ :

महीने में एक बार या हर महीने होनेवाला।

इस मंदिर में मासिक रामकथा का आयोजन होता है।
द्विपाक्षिक, मासिक