ಅರ್ಥ : ଅଠା ଲଗାଇ ମାରିବା ମଜୁରି
ಉದಾಹರಣೆ :
ମଜୁରିଆ ଏତିକି ପୋଷ୍ଟରର ଅଠା ଲଗାଇ ମାରିବା ମଜୁରି ଦୁଇ ଶହ ଟଙ୍କା ମାଗୁଛି
ಸಮಾನಾರ್ಥಕ : ଅଠା ଲଗାଇ ମାରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Something that remunerates.
Wages were paid by check.ಅರ್ಥ : ପ୍ରହାର କରିବା
ಉದಾಹರಣೆ :
ବଲ୍ଟିକୁ ଗୋଡ଼ରେ ମାର
ಅರ್ಥ : ଜୀବନ ଶେଷ କରିଦେବା
ಉದಾಹರಣೆ :
ଆତଙ୍କବାଦୀମାନେ ପାଞ୍ଚଜଣ ଲୋକଙ୍କୁ ମାରିଲେ
ಸಮಾನಾರ್ಥಕ : ଜୀବନନେବା, ଶେଷକରିବା, ହତ୍ୟାକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
जीवन का अंत कर देना।
आतंकवादियों ने पाँच व्यक्तियों को मारा।ಅರ್ಥ : ତାସ ଖେଳରେ ରଙ୍ଗହୋଇଥିବା କୌଣସି ପତାଦ୍ୱାରା ଅନ୍ୟପତାକୁ ପ୍ରଭାବହୀନ କରିବା
ಉದಾಹರಣೆ :
ରାମୁ ରଙ୍ଗର ପଞ୍ଚାଦ୍ୱାରା ମୋ ଟୀକାକୁ କାଟିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ताश के खेल में तुरुप के किसी पत्ते द्वारा किसी दूसरे पत्ते को प्रभावहीन करना।
रामू ने तुरुप के पंजे से मेरे एक्के को काटा।ಅರ್ಥ : ତୋପ ବନ୍ଧୁକ ଆଦି ମାରିବା
ಉದಾಹರಣೆ :
ପୋଲିସ ଭିଡ଼କୁ ଛିନ୍ଛତ୍ର କରିବାପାଇଁ ଫାଙ୍କା ବନ୍ଧୁକ ଚଳାଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହାତ,ଗୋଡ଼ ଆଦିରେ ଅନବରତ ଭାବେ ମାରିବା
ಉದಾಹರಣೆ :
ସିପାହୀ ଚୋରକୁ ବହୁତ କୁଟୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
हाथ, पैर आदि से लगातार मारना।
सिपाही चोर को खूब कूट रहा है।ಅರ್ಥ : ଯେପରି କଲେ କୌଣସି ବସ୍ତୁ ଆଦି ବ୍ୟବହାରହୀନ ହୋଇଯାଏ ବା ନିଷ୍କ୍ରିୟ ହୋଇଯାଏ (ବିଶେଷକରି ଖେଳରେ)
ಉದಾಹರಣೆ :
ଚେସ୍ ଖେଳାଳୀ ଗୋଟିଏ ସୈନ୍ୟଦ୍ୱାରା ପ୍ରତିଦ୍ୱନ୍ଦୀର ରାଣୀକୁ ମାରିଲା
ಸಮಾನಾರ್ಥಕ : ନିଷ୍କ୍ରିୟ କରିବା, ବଧକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
गंजीफे, ताश, शतरंज आदि खेलों में विपक्षी के पत्ते, गोटी आदि जीतना।
शतरंजी ने एक प्यादे से प्रतिद्वंदी के वजीर को मारा।ಅರ್ಥ : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
ಉದಾಹರಣೆ :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
ಸಮಾನಾರ್ಥಕ : ଚଟକଣି ଦେବା, ଚଟକଣି ପକେଇବା, ଧୁଲେଇକରିବା, ପିଟିବା, ପ୍ରହାର କରିବା, ବାଡ଼େଇବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी पर किसी वस्तु आदि से आघात करना।
सिपाही चोर को लाठी से मार रहा है।