ಅರ್ಥ : ଯେଉଁ ମାରପିଟରେ ଟାଣିବା ବା ଠେଲିବାପାଇଁ ହାତ, ଗୋଡ଼ ଦୁଇଟିର ପ୍ରୟୋଗ କରାଯାଏ
ಉದಾಹರಣೆ :
ସେ ଦୁଇଜଣଙ୍କ ମଧ୍ୟରେ ହାତାହାତି ହୋଇଗଲା
ಸಮಾನಾರ್ಥಕ : ମରାମରି, ମାରଧର, ହାତାହାତି
ಇತರ ಭಾಷೆಗಳಿಗೆ ಅನುವಾದ :
वह मारपीट जिसमें खींचने या ढकेलने के लिए हाथ,पैर दोनों का प्रयोग किया जाता है।
उन दोनों में खूब हाथापाई हुई।ಅರ್ಥ : ମାରପିଟ କରିବାର ପ୍ରକ୍ରିୟା ବା ଭାବ
ಉದಾಹರಣೆ :
ନିର୍ବାଚନ ସମୟରେ ବହୁତ ମାରପିଟ ହୁଏ
ಸಮಾನಾರ್ಥಕ : ପିଟାପିଟି, ବାଡ଼ିଆପିଟା, ବାଡ଼ିଆବାଡ଼ି
ಇತರ ಭಾಷೆಗಳಿಗೆ ಅನುವಾದ :
मारपीट करने की क्रिया या भाव।
चुनाव के समय बहुत मार-पीट होती है।