ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ମାପିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ମାପିବା   ବିଶେଷ୍ୟ

ಅರ್ಥ : ତଉଲ ବା ଓଜନ କରିବା କ୍ରିୟା

ಉದಾಹರಣೆ : ଓଜନ ମାପିବାପାଇଁ ଷ୍ଟେସନରେ ମେସିନ୍‌ ଅଛି

ಸಮಾನಾರ್ಥಕ : ଉତ୍ତୋଳନ କରିବା, ତଉଲିବା


ಇತರ ಭಾಷೆಗಳಿಗೆ ಅನುವಾದ :

तौलने या वजन करने की क्रिया।

भार उत्तोलन के लिए स्टेशनों पर मशीनें होती हैं।
उत्तोलन

ಅರ್ಥ : ମାପିବା କ୍ରିୟା

ಉದಾಹರಣೆ : ଲେଖପାଳ ଜମି ମାପିବା ପରେ କାର୍ଯ୍ୟାଳୟକୁ ଗଲେ

ମାପିବା   କ୍ରିୟାପଦ

ಅರ್ಥ : କୌଣସି ବସ୍ତୁ, କାର୍ଯ୍ୟ ଆଦିର ବିସ୍ତୃତି, ଘନତ୍ୱ ଇତ୍ୟାଦିର ମାନ ବା ପରିମାଣ ନିର୍ଣ୍ଣୟ କରିବା

ಉದಾಹರಣೆ : ସେ ମିଟରରେ କନା ମାପୁଛନ୍ତି

ಸಮಾನಾರ್ಥಕ : ମାନ ନିର୍ଣ୍ଣୟ କରିବା, ମାନ ନିର୍ଦ୍ଧାରଣ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी वस्तु, कार्य आदि के विस्तार, घनत्व आदि का मान या परिमाण निकालना।

वह कपड़े को मीटर में नाप रहा है।
नापना, मापना

Determine the measurements of something or somebody, take measurements of.

Measure the length of the wall.
measure, measure out, mensurate

ಅರ್ಥ : ମାପିବା କାମ ହେବା

ಉದಾಹರಣೆ : ସବୁ ଶସ୍ୟ ମପା ହୋଇଗଲା


ಇತರ ಭಾಷೆಗಳಿಗೆ ಅನುವಾದ :

तौलने का काम होना।

सारा अनाज तौला गया।
तौलना, तौलाना

Determine the weight of.

The butcher weighed the chicken.
librate, weigh

ಅರ್ಥ : ପାଣିରେ ବୁଡ଼ି ମାପନେବା

ಉದಾಹರಣೆ : ପୋଖରୀ କୂଳରେ ଠିଆହୋଇ ତୁମେ ପୋଖରୀର ଗଭୀରତା କିପରି ମାପିବ?

ಸಮಾನಾರ್ಥಕ : ତଉଲିବା, ମାପକରିବା


ಇತರ ಭಾಷೆಗಳಿಗೆ ಅನುವಾದ :

डूबकर थाह लेना।

तालाब के किनारे खड़े होकर तुम तालाब की गहराई कैसे गाहोगे।
गाहना

ಅರ್ಥ : କୌଣସି ବସ୍ତୁର ଓଜନ ଜାଣିବାପାଇଁ ତାକୁ ନିକିତିରେ ରଖିବା

ಉದಾಹರಣೆ : ଦୋକାନୀ ଶସ୍ୟ ମାପୁଛି

ಸಮಾನಾರ್ಥಕ : ଓଜନ କରିବା, ତଉଲିବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी वस्तु का गुरुत्व या भारीपन का परिमाण जानने के लिए उसे काँटे, तराजू आदि पर रखना।

दुकानदार अनाज तौल रहा है।
जोखना, तोलना, तौलना, वजन करना

Determine the weight of.

The butcher weighed the chicken.
librate, weigh