ಅರ್ಥ : ଜଣ ସାଧାରଣଙ୍କ ହିତ ଅଥବା ଉପକାରପାଇଁ ସେବାମୂଳକଭାବେ କରାଯାଉଥିବା କାମ
ಉದಾಹರಣೆ :
ମଦର ଟେରେସା ତାଙ୍କ ସାରା ଜୀବନ ମାନବସେବାରେ ବିତେଇଲେ
ಸಮಾನಾರ್ಥಕ : ଜନସେବା, ଲୋକସେବା, ସମାଜସେବା
ಇತರ ಭಾಷೆಗಳಿಗೆ ಅನುವಾದ :
An organized activity to improve the condition of disadvantaged people in society.
social service, welfare workಅರ್ಥ : ରାଜ୍ୟର ସେବା ବା ଚାକିରୀ ଯାହା ବସ୍ତୁତଃ ଜନସାଧାରଣଙ୍କ ହିତପାଇଁ ହୋଇଥାଏ
ಉದಾಹರಣೆ :
ପୋଲିସ, ନ୍ୟାୟାଧୀଶ ଆଦିଙ୍କୁ ଲୋକସେବାପାଇଁ ନିଯୁକ୍ତ କରାଯାଏ
ಸಮಾನಾರ್ಥಕ : ଜନସେବା, ଲୋକସେବା, ସମାଜସେବା
ಇತರ ಭಾಷೆಗಳಿಗೆ ಅನುವಾದ :
Employment within a government system (especially in the civil service).
public service