ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପାଣି ଭରିବାର ମାଟିର ଛୋଟ ପାତ୍ର
ಉದಾಹರಣೆ : ସେ କଳସୀରେ ପାଣି ଭରି ଆଣିଛି
ಸಮಾನಾರ್ಥಕ : କଳସୀ, ଗରା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
पानी भरने का मिट्टी का छोटा बर्तन।
ಅರ್ಥ : ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା
ಉದಾಹರಣೆ : ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ
ಸಮಾನಾರ್ಥಕ : କଳଶ, କୁମ୍ଭ, ଘଟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
पानी भरने या रखने का एक बर्तन।
A large vase that usually has a pedestal or feet.
ಅರ್ಥ : ଚୌଡ଼ା ମୁହଁଥିବା ମାଟିର ଏକ ବଡ଼ ପାତ୍ର
ಉದಾಹರಣೆ : ଗ୍ରୀଷ୍ମଦିନେ ସୀତା ମାଠିଆରେ ପାଣି ରଖେ
मिट्टी का चौड़े मुँह का एक बड़ा पात्र।
An earthen jar (made of baked clay).
ಅರ್ಥ : ମାଟିରେ ତିଆରି ଘଡ଼ି
ಉದಾಹರಣೆ : ଏହି ମାଠିଆରେ ପିଇବା ନିମନ୍ତେ ସ୍ୱଚ୍ଛ ଜଳ ରଖାଯାଇଛି
ಸಮಾನಾರ್ಥಕ : ସୁରେଇ
मिट्टी का घड़ा।
ಅರ್ಥ : ଏକ ପ୍ରକାରର ମାଠିଆ ଯାହାର ଉପଯୋଗ ବାଦ୍ୟ ଯନ୍ତ୍ର ରୂପରେ କରାଯାଇଥାଏ
ಉದಾಹರಣೆ : ସେ ମାଠିଆ ବଜାଇବାରେ ନିପୁଣ
ಸಮಾನಾರ್ಥಕ : ଘଟ
एक प्रकार का घड़ा जिसका उपयोग वाद्य यंत्र के रूप में किया जाता है।
ಸ್ಥಾಪನೆ