ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ମହି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ମହି   ବିଶେଷ୍ୟ

ಅರ್ಥ : ହାତ ଲାଗିଥିବା ଯେଉଁ କାଠତିଆରି ଯନ୍ତ୍ରରେ ହଳ ହୋଇଥିବା ଜମିକୁ ସମତଳ କରାଯାଏ

ಉದಾಹರಣೆ : କୃଷକଟି ମଇ ଦ୍ୱାରା ହଳହୋଇଥିବା ଜମିକୁ ସମତଳ କରୁଛି

ಸಮಾನಾರ್ಥಕ : ମଇ, ମୟା


ಇತರ ಭಾಷೆಗಳಿಗೆ ಅನುವಾದ :

हत्था लगा लकड़ी का एक टुकड़ा जिससे जुती हुई भूमि बराबर की जाती है।

किसान सियारे से जुते हुए खेत को बराबर कर रहा है।
सियारा

ಅರ್ಥ : ଦହି ବସାଇବାପାଇଁ ଦୁଧରେ ପକା ଯାଉଥିବା ଦହି ବା ଖଟା ପଦାର୍ଥ

ಉದಾಹರಣೆ : ମା ଦହି ବସାଇବାପାଇଁ ଦୁଧରେ ମହି ପକାଇଛନ୍ତି

ಸಮಾನಾರ್ಥಕ : ଦଧ୍ୟାମ୍ଳ


ಇತರ ಭಾಷೆಗಳಿಗೆ ಅನುವಾದ :

दही जमाने के लिए दूध में डाला जाने वाला दही या खट्टा पदार्थ।

माँ ने दही जमाने के लिए दूध में जोड़न डाल दिया है।
जामन, जोड़न, जोरन