ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବଡ଼ଲୋକମାନଙ୍କପାଇଁ ଏକ ଆଦର ସୂଚକ ସମ୍ବୋଧନ
ಉದಾಹರಣೆ : ହଜୁର ! ଆପଣ କେମିତି ଅଛନ୍ତି ?
ಸಮಾನಾರ್ಥಕ : ଆଜ୍ଞା, ମହୋଦୟ, ହଜୁର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बड़े व्यक्तियों के लिए एक आदरसूचक संबोधन।
ಅರ್ಥ : ମହାନ ବା ଉଚ୍ଚ ବିଚାର ଓ ଆଶା ରଖିଥିବା ବ୍ୟକ୍ତି
ಉದಾಹರಣೆ : ମହାନୁଭବଙ୍କ ସଙ୍ଗତି ଲାଭପ୍ରଦ ହୋଇଥାଏ
ಸಮಾನಾರ್ಥಕ : ମହାନୁଭବ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
महान या उच्च आशय और विचारों वाला व्यक्ति।
A man of refinement.
ಅರ್ಥ : ଯେ ଅତ୍ୟଧିକ ସମ୍ମାନର ପାତ୍ର(ବିଶେଷକରି ସମ୍ବୋଧନପାଇଁ ପ୍ରଯୁକ୍ତ)
ಉದಾಹರಣೆ : ମାନ୍ୟବର,ଆପଣଙ୍କ ଲେଖା ଆମ ପତ୍ରିକାରେ ପ୍ରକାଶିତ ହୋଇଛି
ಸಮಾನಾರ್ಥಕ : ମହୋଦୟ, ମାନ୍ୟବର
वह जो अत्यधिक सम्मान का पात्र हो (विशेषकर संबोधन के लिए प्रयुक्त)।
ಅರ್ಥ : ପୁରୁଷମାନଙ୍କ ନିମନ୍ତେ ଏକ ଆଦର ସୂଚକ ସମ୍ବୋଧନ
ಉದಾಹರಣೆ : ଅପରିଚିତ ବ୍ୟକ୍ତି ମୋତେ ପଚାରିଲେ,ମହାଶୟ ମୁଁ ଆପଣଙ୍କ ବିଷୟରେ କିଛି ଜାଣିପାରେକି?
ಸಮಾನಾರ್ಥಕ : ମହୋଦୟ
पुरुषों के लिए एक आदरसूचक संबोधन।
Term of address for a man.
ಸ್ಥಾಪನೆ