ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଏକ ପ୍ରାଚୀନ ଦେଶ
ಉದಾಹರಣೆ : ଆଜିର କେରଳ ବା ଏହାର କିଛି କ୍ଷେତ୍ର ପ୍ରାଚୀନ କାଳରେ ମଳୟଦେଶ ଅନ୍ତର୍ଗତ ଥିଲା
ಸಮಾನಾರ್ಥಕ : ମାଲବାର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
एक प्राचीन देश।
The territory occupied by a nation.
ಅರ್ಥ : ମଳୟ ବା ମାଲବାର ଦେଶର ଅଧିବାସୀ
ಉದಾಹರಣೆ : କେତେକ ମଳୟବାସୀ ସୀମା ପାର ହୋଇ ଅନ୍ୟ ଦେଶକୁ ଚାଲି ଗଲେ
ಸಮಾನಾರ್ಥಕ : ମଳୟବାସୀ, ମାଲବାରବାସୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
मलय या मलाबार देश के निवासी।
ಅರ್ಥ : ମାଲେସିଆ ଆଦି ଦେଶରେ କୁହା ଯାଉଥିବା ଭାଷା
ಉದಾಹರಣೆ : ପ୍ରାୟ ଦଶକୋଟି ଲୋକ ମଳୟଭାଷା କହନ୍ତି
ಸಮಾನಾರ್ಥಕ : ମଳୟଭାଷା
मलेशिया आदि देशों में बोली जाने वाली भाषा।
A western subfamily of Western Malayo-Polynesian languages.
ಸ್ಥಾಪನೆ