ಅರ್ಥ : ଦୁଇଟି ପୁରୁଷ କିମ୍ବା ଦଳଗୁଡ଼ିକରେ ହେଉଥିବା ସମାନ ଲଢ଼େଇ
ಉದಾಹರಣೆ :
ସେଠାରେ ଦ୍ୱନ୍ଦ ଯୁଦ୍ଧ ହେଉଛି
ಸಮಾನಾರ್ಥಕ : ଦ୍ୱନ୍ଦ ଯୁଦ୍ଧ, ପରସ୍ପର ଯୁଦ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :
दो पुरुषों या दलों में होनेवाली बराबरी की लड़ाई।
वहाँ द्वंद्वयुद्ध चल रहा है।Any struggle between two skillful opponents (individuals or groups).
duelಅರ್ಥ : ଦୁଇ ପହିଲିମାନଙ୍କ ମଧ୍ୟରୁ ଜଣେ ଅନ୍ୟକୁ ବଳପୂର୍ବକ ପଛକୁ ଠେଲିଦେବା ଏବଂ ପକେଇଦେବାପାଇଁ ଲଢିବା କ୍ରିୟା
ಉದಾಹರಣೆ :
ମୋହନ କୁସ୍ତି ଲଢିବାପାଇଁ ପ୍ରତିଦିନ ଆଖଡ଼ାକୁ ଯାଉଛି
ಸಮಾನಾರ್ಥಕ : କୁସ୍ତି, ମାଲ କୁସ୍ତି, ମାଲ ଯୁଦ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :
दो पहलवानों की एक दूसरे को बलपूर्वक पछाड़ने या पटकने के लिए लड़ने की क्रिया।
मोहन कुश्ती लड़ने के लिए प्रतिदिन अखाड़े में जाता है।The act of engaging in close hand-to-hand combat.
They had a fierce wrestle.