ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ମରିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ମରିବା   କ୍ରିୟାପଦ

ಅರ್ಥ : ମୃତ୍ୟୁକୁ ପ୍ରାପ୍ତ ହେବା ବା ଶରୀରରୁ ପ୍ରାଣ ଚାଲିଯିବା

ಉದಾಹರಣೆ : ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଆଜି ସକାଳେ ମରିଗଲେ

ಸಮಾನಾರ್ಥಕ : ପରଲୋକ ଗମନ କରିବା, ପ୍ରାଣ ଛାଡ଼ିଯିବା, ପ୍ରାଣବାୟୁ ଉଡ଼ିଯିବା, ମହା ନିର୍ବାଣ ପ୍ରାପ୍ତ ହେବା, ସ୍ୱର୍ଗପ୍ରାପ୍ତି ହେବା


ಇತರ ಭಾಷೆಗಳಿಗೆ ಅನುವಾದ :

Pass from physical life and lose all bodily attributes and functions necessary to sustain life.

She died from cancer.
The children perished in the fire.
The patient went peacefully.
The old guy kicked the bucket at the age of 102.
buy the farm, cash in one's chips, choke, conk, croak, decease, die, drop dead, exit, expire, give-up the ghost, go, kick the bucket, pass, pass away, perish, pop off, snuff it

ಅರ್ಥ : କୌଣସି ମନୋବେଗ, ଇଚ୍ଛା ଆଦି କମ୍ କରିବା ବା ନଥିଲା ଭଳିଆ

ಉದಾಹರಣೆ : ବାରମ୍ବାର ଚା ପିଇବା ପରେ ମୋ ଭୋକ ମରିଗଲା

ಸಮಾನಾರ್ಥಕ : ମରିଯିବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी मनोवेग, इच्छा आदि का दबकर नहीं के बराबर होना।

बार-बार चाय पीने से मेरी भूख मर गई।
मरना

Disappear or come to an end.

Their anger died.
My secret will die with me!.
die