ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ମନ୍ତ୍ରଣା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ମନ୍ତ୍ରଣା   ବିଶେଷ୍ୟ

ಅರ್ಥ : ଚୁପଚାପ ଏକ ସ୍ଥାନରେ ବସି ଗୁପ୍ତ ବା ଅଦୃଶ୍ୟ ରୂପରେ କରାଯାଉଥିବା କାର୍ଯ୍ୟକ୍ରମ

ಉದಾಹರಣೆ : ଏସବୁ ଚକ୍ରାନ୍ତ ଆପଣଙ୍କଦ୍ୱାରା ହିଁ ହୋଇଛି

ಸಮಾನಾರ್ಥಕ : ଚକ୍କର, ଚକ୍ରାନ୍ତ


ಇತರ ಭಾಷೆಗಳಿಗೆ ಅನುವಾದ :

चुपचाप एक जगह बैठकर गुप्त या अदृश्य रूप से की जाने वाली कार्रवाई।

यह सारा चक्र आपका ही चलाया हुआ है।
चक्कर, चक्र

ಅರ್ಥ : କଣ ଠିକ କିମ୍ବା କଣ ହେବା ଉଚିତ ସେ ବିଷୟରେ ଅନ୍ୟ ସହିତ ମିଶି ଜାଣିବାର କ୍ରିୟା

ಉದಾಹರಣೆ : ପ୍ରଧାନମନ୍ତ୍ରୀ ଏହି ସମସ୍ୟାର ସମାଧାନ କରିବାପାଇଁ ସବୁ ମନ୍ତ୍ରୀମାନଙ୍କର ପରାମର୍ଶ ନେବାକୁ ଚାହୁଁଛନ୍ତି

ಸಮಾನಾರ್ಥಕ : ପରାମର୍ଶ, ବିଚାର ବିମର୍ଶ


ಇತರ ಭಾಷೆಗಳಿಗೆ ಅನುವಾದ :

आपस में मिलकर यह जानने की क्रिया कि क्या ठीक है अथवा क्या होना चाहिए।

प्रधानमंत्रीजी इस समस्या को हल करने के लिए सभी मंत्रियों से परामर्श लेना चाहते हैं।
परामर्श, प्रतिजल्प, मंत्रणा, मन्त्रणा, मशवरा, मशविरा, विचार-विमर्श, सलाह, सलाह-मशविरा

A proposal for an appropriate course of action.

advice

ಅರ್ಥ : ଗୁପ୍ତ ବୁଝାମଣା

ಉದಾಹರಣೆ : ଘରଲୋକଙ୍କ ମନ୍ତ୍ରଣାରେ ହିଁ ତାଙ୍କର ହତ୍ୟା ହେଲା

ಸಮಾನಾರ್ಥಕ : ବିଚାରବିମର୍ଶ


ಇತರ ಭಾಷೆಗಳಿಗೆ ಅನುವಾದ :

गुप्त समझौता, विशेषतः किसी कपटपूर्ण कार्य के लिए।

घरवालों की मिलीभगत से ही उसकी हत्या हुई।
मिली-भगत, मिलीभगत

secret agreement or cooperation especially for an illegal or deceitful purpose.

The company was acting in 𝚌𝚘𝚕𝚕𝚞𝚜𝚒𝚘𝚗 with manufacturers to inflate prices.
collusion