ಅರ್ಥ : ଚଉଦଟି ବର୍ଣ୍ଣବୃତ୍ତ ଥିବା ଗୋଟିଏ ବର୍ଣ୍ଣବୃତ୍ତ
ಉದಾಹರಣೆ :
ମନୋରମାର ପ୍ରତ୍ୟେକ ପାଦରେ ଚାରିଟି ସଗଣ ଏବଂ ଶେଷରେ ଦୁଇଟି ଲଘୁ ଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
एक वर्णवृत्त जिसमें चौदह वर्ण होते हैं।
मनोरमा के प्रत्येक चरण में चार सगण एवं अंत में दो लघु होते हैं।ಅರ್ಥ : ଆର୍ଯ୍ୟଛନ୍ଦର ସତାବନଟି ଭେଦ ମଧ୍ୟରୁ ଗୋଟିଏ
ಉದಾಹರಣೆ :
ମନୋରମାରେ ବାରଟି ଗୁରୁ ଏବଂ ତେତିଶଟି ଲଘୁ ବର୍ଣ୍ଣ ଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ବର୍ଣ୍ଣବୃତ୍ତ
ಉದಾಹರಣೆ :
ମନୋରମାର ପ୍ରତ୍ୟେକ ଚରଣରେ ଚାରିଟି ଭଗଣ ଏବଂ ଦୁଇଟି ଗୁରୁ ଥାଏ
ಅರ್ಥ : ଗୋଟିଏ ବର୍ଣ୍ଣବୃତ୍ତ
ಉದಾಹರಣೆ :
ମନୋରମାର ପ୍ରତ୍ୟେକ ପାଦରେ ତିନୋଟି ତଗଣ ଏବଂ ଗୋଟିଏ ଗୁରୁ ଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜଣେ ଗନ୍ଧର୍ବୀ
ಉದಾಹರಣೆ :
ମନୋରମାର ବର୍ଣ୍ଣନା ପୁରାଣରେ ମିଳେ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical being