ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ମନୋରଞ୍ଜନ କରିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ମନୋରଞ୍ଜନ କରିବା   କ୍ରିୟାପଦ

ಅರ್ಥ : ମନକୁ ପ୍ରସନ୍ନ କରିବାପାଇଁ କୌଣସି କାମ କରିବା

ಉದಾಹರಣೆ : ଆମେମାନେ ମେଳାରେ ବହୁତ ମନୋରଞ୍ଜନ କଲୁ

ಸಮಾನಾರ್ಥಕ : ଆମୋଦ ପ୍ରମୋଦ କରିବା, ଉପଭୋଗ କରିବା, ମନ ପ୍ରସନ୍ନ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

मन को प्रसन्न करने के लिए कोई काम करना।

हास्य नाटककारों ने हम लोगों का बहुत मनोरंजन किया।
आमोद-प्रमोद करना, मन बहलाना, मनोरंजन करना

Occupy in an agreeable, entertaining or pleasant fashion.

The play amused the ladies.
amuse, disport, divert

ಅರ್ಥ : ଆମୋଦ ପ୍ରମୋଦ ବସ୍ତୁର ବ୍ୟବହାର କରିବା

ಉದಾಹರಣೆ : ପରୀକ୍ଷା ସରିବା ପରେ ହିଁ ଅନେକ ମଉଜମସ୍ତି ହେଲା

ಸಮಾನಾರ್ಥಕ : ଆମୋଦ ପ୍ରମୋଦ କରିବା, ମଉଜମସ୍ତି ହେବା, ମଜା କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

आमोद-प्रमोद की वस्तु का व्यवहार होना।

परीक्षा समाप्त होते ही खूब गुलछर्रे उड़ते हैं।
उड़ना

ಅರ್ಥ : ମଉଜମସ୍ତି ବା ଖାଦ୍ୟପେୟପାଇଁ ପାର୍ଟି କରିବା ବା ପାର୍ଟିରେ ସାମିଲ ହେବା

ಉದಾಹರಣೆ : ପରୀକ୍ଷାପରେ ଆମେସବୁ ଖୁବ ପାର୍ଟି କରିବା

ಸಮಾನಾರ್ಥಕ : ପାର୍ଟି କରିବା, ମଉଜମସ୍ତି କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

* मौजमस्ती या खाने-पीने के लिए पार्टी करना या पार्टी में शामिल होना।

परीक्षा के बाद हमलोग खूब पार्टी करेंगे।
पार्टी करना

Have or participate in a party.

The students were partying all night before the exam.
party