ಅರ್ಥ : ଡାକଦ୍ବାରା କୌଣସି ଦୂରସ୍ଥାନରେ ରହୁଥିବା ବ୍ୟକ୍ତି ନିକଟକୁ ପଠାଯାଉଥିବା ଅର୍ଥପ୍ରାପ୍ତି କରିବାର ଲିଖିତ ଆଦେଶ
ಉದಾಹರಣೆ :
ମଙ୍ଗୁଳୁ ପ୍ରତିମାସରେ ଏକହଜାର ଟଙ୍କାର ମନିଅର୍ଡର ପଠାଉଛି
ಸಮಾನಾರ್ಥಕ : ଧନାଦେଶ
ಇತರ ಭಾಷೆಗಳಿಗೆ ಅನುವಾದ :
A written order for the payment of a sum to a named individual. Obtainable and payable at a post office.
money order, postal order