ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସଙ୍ଗୀତର ସାତ ସ୍ୱର ମଧ୍ୟରୁ ଚତୁର୍ଥ
ಉದಾಹರಣೆ : ସେ ମଧ୍ୟମ ସ୍ୱରରେ ଗାଉଛି
ಸಮಾನಾರ್ಥಕ : ମଧ୍ୟମ ସ୍ୱର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
संगीत के सात स्वरों में से चौथा।
ಅರ್ಥ : ଯାହା ବେଶି ବଡ଼ ବା ବେଶି ଛୋଟ ନୁହେଁ
ಉದಾಹರಣೆ : ଏହି ଜଙ୍ଗଲରେ କେବଳ ମଧ୍ୟମ ଧରଣର ବୃକ୍ଷଲତାଗୁଡ଼ିଏ ଅଛି
भौतिक माप के मूल्यांकन पैमाने के मध्य के आस-पास का या औसत मान का।
ಅರ್ಥ : ମଝିଆଁର ପରେ ବା ଯାହା ଉପରେ କେବଳ ଦୁଇଜଣ ଥାନ୍ତି
ಉದಾಹರಣೆ : ରାଣୀର ମଝିଆଁ ଭାଇ ପାଠପଢ଼ାରେ ବହୁ ଆଗୁଆ
ಸಮಾನಾರ್ಥಕ : ମଝିଆଁ
मँझले के बादवाला या जिससे ऊपर केवल दो ही हों।
ಅರ್ಥ : ମଧ୍ୟ ଆକାରର
ಉದಾಹರಣೆ : ଏହି ଗଛର ଫଳ ମଧ୍ୟମ ଆକାରର
ಸಮಾನಾರ್ಥಕ : ମଝଲା, ମଝିଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
मध्यम आकार का या न बहुत बड़ा, न बहुत छोटा।
Intermediate in size.
ಸ್ಥಾಪನೆ