ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ବ୍ୟକ୍ତି ପ୍ରାୟ ଅତ୍ୟଧିକ ମଦ ପିଏ
ಉದಾಹರಣೆ : ମଦୁଆଟି ବେହୋସ୍ ହୋଇ ନଳାରେ ପଡ଼ିଥିଲା
ಸಮಾನಾರ್ಥಕ : ମଦ୍ୟପ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह जो प्रायः और अधिक शराब पीता हो।
A person who drinks alcoholic beverages (especially to excess).
ಅರ್ಥ : ମଦ୍ୟପାନ କରିଥିବା ବ୍ୟକ୍ତି
ಉದಾಹರಣೆ : ମଦୁଆଟି ଟଳି ଟଳି ଚାଲୁଥିଲା
शराब पिया हुआ व्यक्ति।
Someone who is intoxicated.
ಅರ್ಥ : ମଦ ପିଇଥିବା ବ୍ୟକ୍ତି
ಉದಾಹರಣೆ : ମଦୁଆ ଡ୍ରାଇଭର୍ ଗାଡ଼ିକୁ ଗଛରେ ପିଟି ଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
शराब पिया हुआ।
ಅರ್ಥ : ପ୍ରାୟ ଅଧିକ ମଦ ପିଉଥିବା ବ୍ୟକ୍ତି
ಉದಾಹರಣೆ : ମଦୁଆ ଲୋକଟି ପ୍ରତିଦିନ ମଦ ପିଇ ଘରକୁ ଆସେ
प्रायः अधिक शराब पीनेवाला।
Addicted to alcohol.
ಸ್ಥಾಪನೆ