ಅರ್ಥ : ମୁଣ୍ଡରେ ପିନ୍ଧା ଯାଉଥିବା ରତ୍ନ
ಉದಾಹರಣೆ :
ତାଙ୍କ ମଥାରେ ମଥାମଣି ଶୋଭା ପାଉଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମୁଣ୍ଡରେ ପିନ୍ଧା ଯାଉଥିବା ଏକ ଗହଣା
ಉದಾಹರಣೆ :
ତାହାର ମୁଣ୍ଡରେ ମୁଣ୍ଡଫୁଲ ସୁଶୋଭିତ ହେଉଥିଲା
ಸಮಾನಾರ್ಥಕ : ମୁଣ୍ଡଫୁଲ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଗହଣା ସ୍ତ୍ରୀମାନେ ମୁଣ୍ଡରେ ପିନ୍ଧନ୍ତି
ಉದಾಹರಣೆ :
ଅଶୋକ ବାଟିକାରେ ସୀତା ନିଜ ମଥାରୁ ମଥାମଣି ଓହ୍ଲାଇ ହନୁମାନଙ୍କୁ ଦେଇଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :