ಅರ್ಥ : ଋଷିମାନଙ୍କଦ୍ୱାରା ଦିଆ ଯାଇଥିବା ଉପଦେଶ
ಉದಾಹರಣೆ :
ଶଙ୍କରାଚାର୍ଯ୍ୟଙ୍କ ଅଦୈତ୍ୟ ସିଦ୍ଧାନ୍ତକୁ ସମସ୍ତେ ଗ୍ରହଣ କରନ୍ତି ନାହିଁ
ಸಮಾನಾರ್ಥಕ : ସିଦ୍ଧାନ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଷୟ ଉପରେ ଆଧାରିତ ନିଜସ୍ୱ ବିଚାର ବା ସମ୍ମତି
ಉದಾಹರಣೆ :
ସମସ୍ତଙ୍କ ମତରେ ଏହି କାମ ଠିକ୍ ହେଉଛି
ಸಮಾನಾರ್ಥಕ : ଅଭିମତ, ବିଚାର, ମତାମତ
ಇತರ ಭಾಷೆಗಳಿಗೆ ಅನುವಾದ :
A personal belief or judgment that is not founded on proof or certainty.
My opinion differs from yours.ಅರ್ಥ : କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା
ಉದಾಹರಣೆ :
ଏହି ବିଷୟ ଉପରେ ଆପଣ ବି ଆପଣଙ୍କ ଅଭିମତ ଦିଅନ୍ତୁ
ಸಮಾನಾರ್ಥಕ : ଅଭିମତ, ପରାମର୍ଶ, ମତାମତ, ମନ୍ତବ୍ୟ, ସମ୍ମତି ଅସମ୍ମତି
ಇತರ ಭಾಷೆಗಳಿಗೆ ಅನುವಾದ :
A proposal offered for acceptance or rejection.
It was a suggestion we couldn't refuse.ಅರ್ಥ : ନିର୍ବାଚନ ଆଦି ସମୟରେ କୌଣସି ବ୍ୟକ୍ତି ସପକ୍ଷରେ ଦିଆଯାଉଥିବା ସମ୍ମତି
ಉದಾಹರಣೆ :
ଏଥର ନିର୍ବାଚନରେ ତାଙ୍କୁ ଗୋଟିଏ ବି ଭୋଟ ମିଳିବ ନାହିଁ
ಸಮಾನಾರ್ಥಕ : ଭୋଟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୁହାହୋଇଥିବା କଥା
ಉದಾಹರಣೆ :
ନିଜ ଗୁରୁଙ୍କ ବିଷୟରେ ତାଙ୍କର ମତ ଶୁଣି ଆମେ ସବୁ ବ୍ୟସ୍ତ ହୋଇଗଲୁ ଆମର କଥା ମାନ
ಇತರ ಭಾಷೆಗಳಿಗೆ ಅನುವಾದ :