ಅರ್ಥ : ମଣିଷ ଜାତି ବା ଗୋଷ୍ଠୀ ଭିତରେ କୌଣସି ଜଣେ
ಉದಾಹರಣೆ :
ପ୍ରତ୍ୟେକ ବ୍ୟକ୍ତିଙ୍କର ପସନ୍ଦ ଅଲଗା ଅଲଗା ଏ କାରରେ କେବଳ ଦୁଇଜଣ ବ୍ୟକ୍ତି ହିଁ ବସିପାରିବେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିଜ ବୁଦ୍ଧି ବଳ କାରଣରୁ ସବୁ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତ ଏକ ଦ୍ୱିପଦ ପ୍ରାଣୀ ଯାହାମଧ୍ୟରେ ଆମେ, ଆପଣ, ଏବଂ ସବୁ ଲୋକ ଅଛନ୍ତି
ಉದಾಹರಣೆ :
ମାନବ ନିଜ ବୁଦ୍ଧି କାରଣରୁ ସବୁ ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ
ಇತರ ಭಾಷೆಗಳಿಗೆ ಅನುವಾದ :
Any living or extinct member of the family Hominidae characterized by superior intelligence, articulate speech, and erect carriage.
homo, human, human being, man